ଭିକମାଗି ଜଗନ୍ନାଥଙ୍କ ମନ୍ଦିରକୁ ଲକ୍ଷେଟଙ୍କା ଦାନ କରିଥିବା ତୁଳା ବେହେରା ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ବିଜୟ ସଙ୍କଳ୍ପ ରାଲିରେ କହିଲେ ଯେ ଜଣେ ମା’ ଆସି ମୋତେ ସ୍ୱାଗତ କରିଛନ୍ତି। ଯେତେବେଳେ ମୁଁ ତାଙ୍କ ବିଷୟରେ ଜାଣିବାକୁ ପାଇଲି, ସେତେବେଳେ ମୁଁ ଭାବପ୍ରବଣ ହୋଇପଡିଥିଲି | … Read More