ରାଜ୍ୟରେ ସନ୍ଧ୍ୟା ୬ଟା ସୁଦ୍ଧା ୬୩.୮୫% ମତଦାନ; ବଢ଼ିପାରେ ଭୋଟ୍‌ ପ୍ରତିଶତ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମତଦାନ … Read More

ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ହେଲିକପ୍ଟର ଯୋଗେ ଫେରିଲେ ନିର୍ବାଚନ ଅଧିକାରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ଚାରି ଗୋଟି ବୁଥ୍ ରୁ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହି ଚାରି ଗୋଟି ମତଦାନ କେନ୍ଦ୍ର ଗୁଡିକ ହେଲା ବୋଡ଼େନ ବ୍ଲକ ପାଟଧରା, … Read More

ମହିଳାଙ୍କୁ ଜୁଲାଇ ୧ରୁ ୮,୫୦୦ ଟଙ୍କା ଲେଖାଏ ମିଳିବ : ରାହୁଲ ଗାନ୍ଧି

ବିରୋଧୀ ମେଣ୍ଟ ଇଣ୍ତିଆ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବର୍ଷକ ମିଳିବ ବୋଲି ପୁଣିଥରେ ଦୋହରାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ଏଥର ୱାୟନାଡ ସହ ରାଏବରେଲୀରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ରାଏବରେଲୀରେ … Read More

ଚେକିଂ ବେଳେ କାରରୁ ୧୦ ଲକ୍ଷ ଟଙ୍କା ଜବତ

ବୌଦ୍ଧ:ବର୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ  ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ  କାର୍ ରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା … Read More

ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଆସନ୍ତା ସପ୍ତାହରେ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ଅନୁକୂଳ ରହିଛି । ପୂର୍ବ ବଙ୍ଗୋପସାଗର କିମ୍ବା ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ … Read More

କାର୍ଯ୍ୟରେ ଅବହେଳା: ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ … Read More

ଇଭିଏମ୍‌-ଭିଭିପାଟ୍‌ ରାୟର ସମୀକ୍ଷା ପାଇଁ ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଆଗତ

ନୂଆଦିଲ୍ଲୀ: ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପୁରୁଣା କାଗଜ ବାଲାଟ୍‌ ବ୍ୟବସ୍ଥାକୁ ଫେରାଇ ଆଣିବା ଏବଂ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ଜରିଆରେ ଇଭିଏମ୍‌ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ କ୍ରସ୍‌ ଭେରିଫିକେସନ୍‌ ଦାବିକୁ ନେଇ ଆଗତ ମାମଲା ସଂପର୍କରେ … Read More

ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ମାଡ

ଭଞ୍ଜନଗର : ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ । ତିଲିସିଙ୍ଗା ଗାଁରେ ବିଜେପି ଓ ବିଜେଡି ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିଲା । ଏହାରି ଭିତରେ ଦୁଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା … Read More

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ । ଝରିଗାଁ ବ୍ଲକ ଦେଉଳକଣା ଗାଁ ର ବୁଥ ନମ୍ବର 204 ରେ ବୁଥ କେପଚରିଂ ହଉଥିବା ଖବର ପାଇ ବୁଥ କୁ ଯାଇଥିବାବେଳେ ହଠାତ କିଛି … Read More

ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ବେଳେ ମହୁମାଛି ଆକ୍ରମଣ, ୨୦ ଆହତ

ସୁବର୍ଣ୍ଣପୁର: ବିଜେଡି ନେତାଙ୍କ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ କଲେ ମହୁମାଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇନ୍ତରା ଗାଁରେ ଘଟିଛି ଏହି ଘଟଣା। ଆଜି ବିଜେଡିର ବଲାଙ୍ଗିର ଲୋକସଭା ଆସନ ପ୍ରାର୍ଥୀ ସୁରେନ୍ଦ୍ର … Read More