ରୁଷ ସେନାରେ ସାମିଲ ହେବାକୁ ବାଧ୍ୟ କରୁଛନ୍ତି ଏଜେଣ୍ଟ

ନୂଆଦିଲ୍ଲୀ : ହରିଆଣାର ଦୁଇ ସମ୍ପର୍କୀୟ ଭାଇ ମୁକେଶ(୨୧) ଓ ସନ୍ନି(୨୪) ଦାବି କରିଛନ୍ତି ଯେ ଦକ୍ଷିଣ ଏସିଆର ୨୦୦ରୁ ଅଧିକ ଲୋକ ଚାକିରି ନାଁରେ ଠକେଇ କରୁଥିବା ଗୋଟିଏ ଏଜେଣ୍ଟ କବଳରେ ପଡ଼ିଛନ୍ତି। ରୁଷ ଓ ବେଲାରୁଷ ମଧ୍ୟରେ ଥିବା … Read More

ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲଙ୍କ ବୋହୂ

ମୁମ୍ବାଇ : ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚାକୁରକର। ଗତକାଲି ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପରେ ବିଜେପିରେ ସାମିଲ ହେବା ନେଇ … Read More

କଡ଼ା ସୁରକ୍ଷା ଭିତରେ ସଂପନ୍ନ ହେଲା ମୁଖତାର ଅନସାରୀଙ୍କ ଶେଷକୃତ୍ୟ

ଗାଜିପୁର: ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ୬୦ ବର୍ଷୀୟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀଙ୍କର ଆଜି କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରରେ ଅନ୍ତିମ ସଂସ୍କାର ହୋଇଯାଇଛି। ଅନସାରୀଙ୍କ ଅନ୍ତିମ ସଂସ୍କାରରେ ଭାଗ ନେବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ, … Read More

ଚୌଧୁରୀ ଚରଣ ସିଂ, କର୍ପୁରୀ ଠାକୁରଙ୍କ ସମେତ ୫ ଜଣଙ୍କୁ ମିଳିଲା ଭାରତ ରତ୍ନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ, ଭାରତର ପୂର୍ବତନ ତଥା ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଏବଂ … Read More

ବିଜେପି ଗଠନ କଲା ନିର୍ବାଚନ ଘୋଷଣାପତ୍ର କମିଟି, ଓଡ଼ିଶାରୁ ୩ ଜଣ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ବିଜେପି ଏକ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି। ଏହି କମିଟିରେ କିଏ ନେତା ଅଛନ୍ତି ତାହା ଶନିବାର ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ … Read More