କୋରାପୁଟରେ ମୁଖ୍ୟ ନିର୍ବାଚନ ଅଧିକାରୀ: କୋଟିଆରେ ମତଦାନ ଚ୍ୟାଲେଞ୍ଜ ନାହିଁ
କୋରାପୁଟ: କୋଟିଆରେ ମତଦାନ ପାଇଁ କୌଣସି ଚ୍ୟାଲେଞ୍ଜ ନାହିଁ। ଶୃଙ୍ଖଳିତ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ ଦିଆଯିବ। ପୂର୍ବ ନିର୍ବାଚନ ଅପେକ୍ଷା ୨୦୨୪ରେ କୋଟିଆରେ ମତଦାନ ହାର ବଢ଼ିବ। କୋରାପୁଟ ଗସ୍ତରେ ଆସି ନିର୍ବାଚନ ପୂର୍ବ ସ୍ଥିତି ସମୀକ୍ଷା କରି ଏହା … Read More