ରେଳ ଷ୍ଟେସନରେ ମହୁମାଛି ଆକ୍ରମଣ, ୪୦ ଯାତ୍ରୀ ଗୁରୁତର

ମହୁମାଛି ଆକ୍ରମଣରେ ୪୦ ଜଣ ଯାତ୍ରୀ ଗୁରୁତର। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌‌ ଜିଲ୍ଲା ମଞ୍ଜୁଷା ରେଳ ଷ୍ଟେସନରେ ଯାତ୍ରୀମାନେ ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସକୁ ଅପେକ୍ଷା କରିଥିବାବେଳେ ମହୁମାଛି ଆକ୍ରମଣ ହୋଇଥିଲା। ଏହି ମହୁମାଛି ଆକ୍ରମଣରେ ୪୦ ଯାତ୍ରୀ ଗୁରୁତର ଆହତ … Read More

ବିଜେପି ରାଜ୍ୟରେ ସମସ୍ତ ଆସନରେ ଏକାକୀ ଲଢ଼ିବ : ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ଵର: ଲୋକସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଏକ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବୁ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ … Read More

କେଜ୍ରିୱାଲ ଅବକାରୀ ନୀତିର କିଙ୍ଗପିନ୍‌ : ଇଡି

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କିଙ୍ଗପିନ୍‌ ହେଉଛନ୍ତି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ପ୍ରଣୟନ କରି ଆପ୍‌ ୧୦୦ କୋଟି ଟଙ୍କାର ଲାଞ୍ଚ ପାଇଛି। ଏହି ଦୁର୍ନୀତି ପଛରେ କେଜ୍ରିୱାଲ … Read More

ସେ ନିଜର କୁକର୍ମ ପାଇଁ ଏବେ ଗିରଫ ହୋଇଛନ୍ତି : ଆନ୍ନା ହଜାରେ

ମୁଁ ତାଙ୍କୁ ମଦ ଠାରୁ ଦୂରେଇ ରହିବାକୁ ଅନେକ ଥର କହିଥିଲି। କିନ୍ତୁ ଅଧିକ ଟଙ୍କା ପାଇଁ ସେ ଅବକାରୀ ନୀତି ପ୍ରଣୟନ କଲେ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଏମିତି କିଛି … Read More

ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଭଦ୍ରକ ପୋକ୍ସ କୋର୍ଟ । ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗାଁର ରାଜନୀକାନ୍ତ ନାୟକଙ୍କ ପୁଅ ଜଗା ଓରଫ … Read More

ସୁପ୍ରିମକୋର୍ଟରେ ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ଉଠାଇନେଲେ କେଜ୍ରିୱାଲ

ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ପ୍ରତ୍ୟାହାର କରିନେଲେ ଅରବିନ୍ଦ କେଜ୍ରିୱାଲ। ଇଡିର ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାକୁ ଆଜି ଉଠାଇ ନେଇଛନ୍ତି। ଏହି ମାମଲା ତଳ କୋର୍ଟରେ ବିଚାରଧୀନ ଥିବାରୁ ଆବେଦନ ପ୍ରତ୍ୟାହାର କରି ନିଆଯାଇଥିବା କେଜ୍ରିୱାଲଙ୍କ ଓକିଲ … Read More

ସଫଳତାର ସହ ଲଞ୍ଚ ହେଲା ସ୍ବଦେଶୀ ପୁୁଷ୍ପକ ବିମାନ

ନୂଆଦିଲ୍ଲୀ: ଏସୟୁଭି ଆକାରର ସ୍ବଦେଶର ୱିଙ୍ଗ୍‌ ‌ରକେଟ୍‌ ଅ‌ାଜି ସଫଳତାର ସହ ଲଞ୍ଚ୍‌ ହୋଇଯାଇଛି।  ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି। ପରୀକ୍ଷଣର … Read More

ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ … Read More

ଧରାପଡ଼ିଲେ ନକଲି ଆର୍‌ଟିଓ ଓ ଏମ୍‌ଭିଆଇ: ଓଡ଼ିଶା ସୀମାନ୍ତରେ ଖୋଲିଥିଲେ ଜାଲି ଅଫିସ

ବାଲେଶ୍ୱର: ନକଲି ଆରଟିଓ ଓ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ସାଜି ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ୨ ଜଣ ଧୂର୍ତ୍ତ ଯୁବକଙ୍କୁ ଆଜି ବାଲେଶ୍ୱର ପୁଲିସ ବାନ୍ଧିଛି। ୨ ଅଭିଯୁକ୍ତଙ୍କ ମଧ୍ୟରୁ ଆରଟିଓ ସାଜିଥିବା … Read More

ଦାମୋଦର ରାଉତଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଶଙ୍ଖ ଭବନରେ ରହିଛି ଦାମୋଦର ରାଉତଙ୍କ ପାର୍ଥୀବ ଶରୀର । ସେଠାରେ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ , ବିଧାୟକ ଓ … Read More