JMM ଛାଡି ସଙ୍ଗେ ସଙ୍ଗେ ବିଜେପିରେ ସାମିଲ ହେଲେ ସୀତା ସୋରେନ୍
ବିଜେପିରେ ସାମିଲ ହେଲେ ଜେଏମ୍ଏମ୍(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍ଙ୍କ ବଡ ବୋହୂ ସୀତା ସୋରେନ୍। କିଛି ସମୟ ପୂର୍ବେ ସେ ଜେଏମ୍ଏମ୍ର ପଦ ଓ ପ୍ରାଥମିକତା ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ଏହାର ତୁରନ୍ତ ପରେ … Read More