ଓକିଲ ସଂଘର ସଭାପତିଙ୍କୁ ରୋକଠୋକ ଶୁଣାଇଲେ ସିଜେଆଇ
ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତିଙ୍କୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ରୋକଠୋକ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଓକିଲ ସଂଘର ସଭାପତିଙ୍କୁ ତାଗିଦ କରିଛନ୍ତି। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ … Read More