ISRO ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍ସର୍
ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍ସର। ଏକ ଇଣ୍ଟରଭ୍ୟୁରେ ଏନେଇ ସେ ଖୋଦ୍ ଜଣାଇଛନ୍ତି। ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନ୍ସର୍ ହୋଇଥିବା ନେଇ ଜଣାପଡିଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ … Read More