ଲୋକାର୍ପଣ ପୂର୍ବରୁ ଭାଙ୍ଗିଦେଲେ ବିଜୁ ସେତୁ ଫଳକ, ଅଧା ବାଟରୁ ଫେରିଗଲେ ମନ୍ତ୍ରୀ

କେନ୍ଦ୍ରାପଡ଼ା : ଲୋକାର୍ପଣ ପୂର୍ବରୁ ବିଜୁ ସେତୁ ଫଳକ ଭାଙ୍ଗିଦେଲେ। ଯେଉଁଥିପାଇଁ ଥାଟବାଟ ନେଇ ଯାଇଥିବା ମନ୍ତ୍ରୀ ଅଧା ବାଟରୁ ଫେରିଲେ। ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ … Read More

ଧାରଣାରେ ବ୍ୟବସାୟୀ; ୪ ଦିନ ଯାଏଁ ବନ୍ଦ ରହିବ ଭୁବନେଶ୍ବର ୧ ନମ୍ବର ହାଟ

ଭୁ‌ବନେଶ୍ବର: ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଙ୍ଘ ଭୁବନେଶ୍ୱରର ସବୁଠୁ ବଡ଼ ହାଟ ‘ଏକ ନମ୍ବର ହାଟ’କୁ ମଙ୍ଗଳବାର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପାର୍କିଂ ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ସେମାନେ … Read More

ଆସୁଛି ଏୟାର ଇଣ୍ଡିଆ କର୍ମଚାରୀଙ୍କ ନୂଆ ୟୁନିଫର୍ମ; ଡିଜାଇନ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ :ବଲିଉଡର ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିବେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ୟୁନିଫର୍ମ। ମନୀଷଙ୍କ ଦ୍ୱାରା ଡିଜାଇନ ହୋଇଥିବା ୟୁନିଫର୍ମ ପିନ୍ଧିବେ ଏୟାର ଇଣ୍ଡିଆର ୧୦ ହଜାର କର୍ମଚାରୀ। ଏୟାର ଇଣ୍ଡିଆ ନିଜ ସୋଶାଲ ମିଡିଆ ପ୍ଲାଟଫର୍ମ … Read More

୨୦୨୪ରେ ହେବନି ଏକକ ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିମ୍ବା ସାଧାରଣ ନିର୍ବାଚନ ବେଳେ ଦେଶରେ ଏକକ ନିର୍ବାଚନ ହେବ ନାହିଁ ବୋଲି ଆଇନ କମିଶନ ସୂତ୍ରରୁ ଖବର ମିଳିଛି।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୱାନ ନେଶନ, ୱାନ ଇଲେକସନ … Read More

ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ଶୁକ୍ରବାର ଅପରାହ୍‌ଣରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ … Read More

ବଙ୍ଗୋପସାଗରରେ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ … Read More

ବିଜେଡି ନେତାଙ୍କୁ ହତ୍ୟା

ଆସ୍କା : ରକ୍ତ ରଞ୍ଜିତ ହୋଇଛି ଗଞ୍ଜାମର ମାଟି। ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ! ଆଜି ଅତି ବୀଭତ୍ସ ଭାବେ ଜଣେ ଯୁବ ବିଜେଡି ନେତାଙ୍କୁ ହତ୍ୟା କରାଯାଇଛି। ପାଖ ଗାଁରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯୁବ ନେତାଙ୍କୁ କେତେକ … Read More

୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଇଞ୍ଜିନିୟର

ରାୟଗଡ଼ା : ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି।ସୂଚନା ଅନୁଯାୟୀ, … Read More

ଆପ୍‌ ଇଣ୍ତିଆ ମେଣ୍ଟ ପ୍ରତି ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ : କେଜ୍ରିୱାଲ

ନୂଆଦିଲ୍ଲୀ : ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁଖପାଲ ଖଇରାଙ୍କ ଗିରଫଦାରୀକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଖଇରାଙ୍କୁ ପଞ୍ଜାବ ପୁଲିସ୍‌ ଗିରଫ କରିବା ପରେ ରାଜ୍ୟର କ୍ଷମତାସୀନ ଆପ୍‌ ଓ କଂଗ୍ରେସ ମଧ୍ୟ ବାକଯୁଦ୍ଧ … Read More

ବିଜେପି ସାଂସଦ ମାନେକାଙ୍କୁ ୧୦୦ କୋଟିର ମାନହାନୀ ନୋଟିସ ପଠାଇଲା ଇସ୍କନ

ନୂଆଦିଲ୍ଲୀ : ବିଜେପି ସାଂସଦ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛି ଇସ୍କନ। ଇସ୍କନ ଦୁନିଆର ସବୁଠୁ ବଡ଼ ଠକ ଓ ଏହି ଧାର୍ମିକ ସଂସ୍ଥା କଂସେଇ ହାତକୁ ଗାଈ ଟେକି ଦେଉଛି ବୋଲି ମାନେକା … Read More