ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣା ଭିଡିଓ, ନିଶାରେ ଥିଲେ ଲୋକ ପାଇଲଟ!
ମଥୁରା : ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣାର କାରଣ। ଇଞ୍ଜିନରେ ଥିବା ସିସିଟିଭି ଭିଡିଓ ଦୁର୍ଘଟଣାର କାରଣକୁ ସ୍ପଷ୍ଟ କରୁଛି। ଲୋକପାଇଲଟଙ୍କ ଖାମଖିଆଲି ପାଇଁ ଏପରି ଏକ ବଡ ଧରଣର ଦୁର୍ଘାଟଣା ଘଟିଛି। ସୌଭାଗ୍ୟବଶତଃ ଲୋକମାନେ ଟ୍ରେନରୁ ଓହ୍ଲାଇ … Read More