ୟୁକ୍ରେନ୍ରେ ପାଶ୍ଚାତ୍ୟ ଶକ୍ତି ମସ୍କୋ ସହିତ ସିଧାସଳଖ ଯୁଦ୍ଧ କରୁଛି: ରୁଷ୍
ଜାତିସଂଘ: ୟୁକ୍ରେନ୍କୁ ସହଯୋଗ କରି ପାଶ୍ଚାତ୍ୟ ଶକ୍ତିମାନେ ମସ୍କୋ ସହିତ ପ୍ରତ୍ୟକ୍ଷ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ଶନିବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’ ରିପୋର୍ଟ କରିଛି। ଜାତିସଂଘରେ … Read More