ଖଲିସ୍ତାନୀ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ, OCI କାର୍ଡ ହେବ ରଦ୍ଦ, ଭାରତରେ ପ୍ରବେଶ ନିଷେଧ
ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା … Read More