ଆସନ୍ତାକାଲିରୁ ବିଧାନସଭା ମୌସୁମୀ ଅଧିବେଶନ, ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ବିଧାନସଭା ବାହାରେ ଓ ଭିତରେ କଡ଼ା ସୁରକ୍ଷା । ଆଜି ସୁରକ୍ଷା ବ୍ୟବସ୍ଥାର … Read More

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସେପ୍ଟେମ୍ବର ୨୭ରେ ଘରୋଇ ବସ୍ ସଂଘ ଦେଲା ବନ୍ଦ ଡାକରା

ଭୁବନେଶ୍ୱର: ଓଡ଼ିଶାର ଘରୋଇ ବସ୍ ମାଲିକମାନେ ସରକାରଙ୍କ ଲକ୍ଷ୍ମୀ ଯୋଜନା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନ ହେଲେ ଚକା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ଚିଠି ଲେଖି ସୂଚନା … Read More

୨ ଦିନ ଧରି ଚାଲିବ ‘ସାଗର କବଚ-୨

ପାରାଦୀପ : ପାରାଦୀପରେ ‘ସାଗର କବଚ-୨’। ଆରମ୍ଭ ହେଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ୨ ଦିନିଆ ସମରାଭ୍ୟାସରେ ସାମିଲ ହୋଇଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ । ଜଳପଥରେ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମରାଭ୍ୟାସ କରାଯାଉଛି। … Read More

୨୦୨୪ରୁ ‘ପାସ୍‌ପୋର୍ଟ’ମୁକ୍ତ ହେବ ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର: ରିପୋର୍ଟ

ସିଙ୍ଗାପୁର: ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍‌ପ‌ୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ ହେଲେ ଯାତ୍ରୀମାନେ ବିନା ‘ପାସ୍‌ପୋର୍ଟ’ରେ ଏହି ସହର-ଦେଶ (ସିଙ୍ଗାପୁର) ଛାଡ଼ି … Read More

୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ … Read More

ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀ କାନାଡାରେ ନିହତ

ନୂଆଦିଲ୍ଲୀ: ଭାରତ ଖୋଜୁଥିବା ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଦାଲାଙ୍କ ସହଯୋଗୀ ସୁଖ୍‌ଦୂଲ୍‌ ସିଂହଙ୍କୁ ବୁଧବାର ରାତିରେ କାନାଡାର ୱିନ୍ନିପେଗ୍‌ ସହରରେ ହତ୍ୟା କରାଯାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ‘ଏ’ ବର୍ଗର ଗ୍ୟାଙ୍ଗ୍‌ଷ୍ଟର୍‌ ସୁଖ୍‌ଦୂଲ୍‌ … Read More

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି … Read More

ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ‘ପ୍ରାକ୍ଟିସ୍‌’ କରିପାରିବେ ଭାରତୀୟ ଡାକ୍ତରୀ ସ୍ନାତକ

ନୂଆଦିଲ୍ଲୀ: ୧୦ ବର୍ଷ ପାଇଁ ଭାରତର ‘ନ୍ୟାସ୍‌ନାଲ୍‌ ମେଡିକାଲ୍‌ କମିସନ୍‌’କୁ (ଏନ୍‌ଏମ୍‌ସି) ‘ୱାର୍ଲଡ୍‌ ଫେଡେରେସନ୍‌ ଫର୍‌ ମେଡିକାଲ୍‌ ଏଜୁକେସନ୍‌’ (ଡବ୍ଲୁଏଫ୍‌ଏମ୍‌ଇ) ‘ରେକୋଗ୍‌ନିସନ୍‌ ‌ଷ୍ଟାଟସ୍‌’ ପ୍ରଦାନ କରିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ଜାରି ‘ପ୍ରେସ୍‌ ବିବୃତି’ରୁ ଜଣାପଡ଼ିଛି। ‘ଡବ୍ଲୁଏଫ୍‌ଏମ୍‌ଇ’ ମାନ୍ୟତା … Read More

ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର … Read More

‘ଚିଲି କଙ୍କଡ଼ା’ ପାଇଁ ୫୬,୦୦୦ ଟଙ୍କା ବିଲ୍‌ ଆସିବାରୁ ରେସ୍ତୋରାଁକୁ ପୁଲିସ ଡକାଇଲେ ମହିଳା

ନୂଆଦିଲ୍ଲୀ: କିଛି ଦିନ ତଳେ ସାଙ୍ଗମାନଙ୍କୁ ସାଥିରେ ନେଇ ସିଙ୍ଗାପୁରସ୍ଥିତ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିବା ଜଣେ ଜାପାନୀ ମହିଳା ପର୍ଯ୍ୟଟକ ‘ଭୋଜନ ବିଲ୍‌’ ଦେଖି ହତବାକ୍‌ ହୋଇ ପୁଲିସ ଡକାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ … Read More