ହୀରାକୁଦର ଏବେ ସମୁଦାୟ ୨୬ ଟି ଗେଟ୍‌ ଖୋଲା

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ‌ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ର୨୨ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିଲା। ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆହୁରି ୪ଟି ଗେଟ୍‌ … Read More

ତିନି ମାସ ହେଲା ଛେଳି ପୋଷିବା ସହ ଗୁହାଳ ସଫା କରୁଛନ୍ତି ପୋଲିସ୍ ବାବୁ

ନିଳଗିରି : ଛେଳି ପୋଷୁଛନ୍ତି ପୋଲିସ୍। ଖାଦ୍ୟ ଦେବା ସହ ଗୁହାଳ ସଫାକରୁଛି ପୋଲିସ୍। ଏଭଳି ଘଟଣା ଦେଖିବାକୁ ମିଳିଛି ନିଳଗିରି ଥାନାରେ। ଦୁଇଟି ଛେଳିର ଖାଇବା,ପିଇବା,ରହିବା ସହିତ ଦେଖାରଖା କରୁଛନ୍ତି ନିଳଗିରି ପୋଲିସ୍ ବାବୁ ମାନେ। ଦିନେ କି … Read More

ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ

ବ୍ରହ୍ମପୁର : ବୀଭତ୍ସ କାଣ୍ଡ। ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ କୁମାରପୁର … Read More

ସୁନ୍ଦରଗଡରେ ଆଉ ୭ ରୋଗୀ ଚିହ୍ନଟ, କଳାହାଣ୍ଡିରେ ଆଖି ବୁଜିଲେ ମହିଳା

ଭୁବନେଶ୍ୱର: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ଆଉ ୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯ ଛୁଇଁଛି । ସେପଟେ କଳାହାଣ୍ଡି ଜିଲ୍ଲାରେ ଜଣେ … Read More

ଅଫିସକୁ ଆସିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦେଇ ପଦବୀ ହରାଇଲେ ସରକାରୀ ଅଧିକାରୀ

ବରେଲି: ଅଫିସ ଭିତରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଉତ୍ତର ପ୍ରଦେଶ ରାଜ୍ୟର ବରେଲିରେ ଜଣେ ସରକାରୀ ଅଧିକାରୀଙ୍କୁ ତାଙ୍କ ପଦବୀର ହଟାଇ ଦିଆଯାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ଶ୍ମଶାନ ଭୂମି … Read More

ପଶ୍ଚିମବଙ୍ଗରେ ଇସ୍ପାତ କାରଖାନା କରିବେ ସୌରଭ ଗାଙ୍ଗୁଲୀ

କୋଲ୍‌କାତା: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ବୋଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ କହିଛନ୍ତି। ୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହିତ ସ୍ପେନ୍‌ ଓ ଦୁବାଇ … Read More

ପ୍ରଧାନମନ୍ତ୍ରୀ ହେବା ପାଇଁ ରାହୁଲ୍‌ଙ୍କୁ ସୂର୍ଯ୍ୟ କି, ଚନ୍ଦ୍ର ଯାତ୍ରା କରିବାକୁ ପଡ଼ିବ: ଆସାମ ମୁଖ୍ୟମନ୍ତ୍ରୀ

ନାଳନ୍ଦା: ରାହୁଲ୍‌ ଗାନ୍ଧୀ ପୃଥିବୀରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ନାହିଁ, ବରଂ ସେ ସୂର୍ଯ୍ୟ କିଂବା ଚନ୍ଦ୍ରକୁ ଯାଇ ଚେଷ୍ଟା କରନ୍ତୁ ବୋଲି ଶୁକ୍ରବାର ଦିନ ‘ଇଣ୍ଡିଆ’ ମେଣ୍ଟ ଓ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି ଆସାମର … Read More

‘ସୋୟୁଜ୍’ ମହାକାଶଯାନରେ ୨୫୦ ମାଇଲ୍‌ ଉପରେ ଥିବା ମହାକାଶ କେନ୍ଦ୍ରକୁ ଗଲେ ଆମେରିକା ଓ ରୁଷ୍‌ ମହାକାଶଚାରୀ

ନୂଆଦିଲ୍ଲୀ: ୨ଜଣ ରୁଷୀୟ ଓ ଜଣେ ଆମେରିକୀୟ ମହାକାଶଚାରୀଙ୍କୁ ନେଇ ଶୁକ୍ରବାର ରାତିରେ ରୁଷ୍‌ର ଏକ ମହାକାଶଯାନ କାଜାଖସ୍ତାନର ବୈକୋନୁର୍‌ ‘କସ୍‌ମୋଡ୍ରମ୍‌’ରୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଅଭିମୁଖେ ଯାତ୍ରା କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। … Read More

ଭାରତରେ ‌ହେବାକୁ ଥିବା ବାଣିଜ୍ୟ ମିସନ୍‌ ସ୍ଥଗିତ ରଖିଲା କାନାଡା

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଭାରତରେ ଆୟୋଜନ କରାଯିବାକୁ ଥିବା ବାଣିଜ୍ୟ ମିସନ୍‌କୁ ସ୍ଥଗିତ ରଖାଯାଇଥିବା କଥା କାନାଡା ବାଣିଜ୍ୟମନ୍ତ୍ରୀଙ୍କ ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି। କୌଣସି କାରଣ ନ ଦର୍ଶାଇ କାନାଡାର ବାଣିଜ୍ୟମନ୍ତ୍ରୀ ମେରି ଏନ୍‌ଜିଙ୍କ ମୁଖପାତ୍ରୀ ସାଣ୍ଟି କୋସେଣ୍ଟିନୋ କହିଛନ୍ତି: … Read More

ଏଣିକି ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ ସରକାର, ତାଲିମ ନେଉଛନ୍ତି କର୍ମଚାରୀ

ଭୁବନେଶ୍ୱର:ବ୍ୟାଘ୍ର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବା ଏକ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିବର୍ଷ ବ୍ୟାଘ୍ର ଗଣନା କରିବେ । ସେଥିପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯକ୍ରମ   । ଏହି … Read More