ଚୀନ ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ବି ନିଖୋଜ!

କେଉଁଆଡେ ଉଭାନ ହୋଇଯାଉଛନ୍ତି ସି ଜିନପିଙ୍ଗଙ୍କ କ୍ୟାବିନେଟ ମନ୍ତ୍ରୀ? ଜଣଙ୍କ ପରେ ଜଣ ମନ୍ତ୍ରୀଙ୍କର କାହିଁକି ମିଳୁନି ପତ୍ତା? ଚୀନର କ୍ୟାବିନେଟ ମନ୍ତ୍ରୀଙ୍କ ନିଖୋଜକୁ ନେଇ ଏପରି କିଛି ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଥମେ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ନିଖୋଜ … Read More

କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର ଜାରି

କଣ୍ଠ ଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଲୁକ୍ ଆଉଟ ସର୍କୁଲାର । ଲୁକ୍ ଆଉଟ ସର୍କୁଲାର ଜାରି କଲା କଟକ କମିଶନରେଟ ପୋଲିସ । ସୌରୀନଙ୍କୁ ପାଉନି ପୋଲିସ। କୋଲକତା ପୋଲିସ ସହାୟତାରେ ରେଡ୍ କରିଥିଲା କଟକ କମିଶନରେଟ ପୋଲିସ। ଏନେଇ … Read More

ନିଯୁକ୍ତ ହେବେ ୨୦ ହଜାର ଶିକ୍ଷକ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ମିଳିଲା ବଡ ସୁଯୋଗ । ନିଯୁକ୍ତ ହେବେ ୨୦ ହଜାର ଶିକ୍ଷକ । ରାଜ୍ୟରେ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ଆସି ଯାଇଛି ଏହି ଖୁସି ଖବର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ … Read More

ମୁଖ୍ୟ ସଚିବଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ । ଡେଙ୍ଗୁ ଜ୍ୱରରେ ପୀଡିତ ହୋଇ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ସେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଧିରେ ଧିରେ … Read More

‘ଜି୨୦’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମାନବ ଅଧିକାର ଓ ଅବାଧ ଗଣମାଧ୍ୟମ ପ୍ରସଙ୍ଗ ଉଠାଇଲି: ଭିଏତ୍‌ନାମ୍‌ରେ କହିଲେ ବାଇଡେନ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ମାନବ ଅଧିକାର ପ୍ରତି ସମ୍ମାନ, ନାଗରିକ ସଙ୍ଗଠନର ଭୂମିକା ଏବଂ ଅବାଧ ଗଣମାଧ୍ୟମ ସମେତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିବା କଥା ରବିବାର ଦିନ ଭିଏତ୍‌ନାମ୍‌ରେ ଆମେରିକାର ରାଷ୍ଟ୍ରପତି … Read More

ପୁରୀରୁ ତାଳଚେର ମଧ୍ୟରେ ଦ୍ଵିତୀୟ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ

ପୁରୀ: ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇହେବ ରାଉରକେଲା | ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆଜି କରାଯାଇଛି | ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର … Read More

ରାସ୍ତାକଡ଼ରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ, 7 ମୃତ

ମୃତ୍ୟୁ ବି ଏମିତି ଆସେ। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ସମୟରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା 7 ଯାତ୍ରୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁରେ। ଆଜି ସକାଳ ସମୟରେ ତିରୁପଥୁର ଜିଲ୍ଲାରେ ଏହି ଦୁର୍ଘଟଣା … Read More

ସନାତନ ଧର୍ମର ଅପମାନ ବେଳେ କାହିଁକି ନୀରବ ରହିଲା କଂଗ୍ରେସ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ଚାଲିଛି ରାଜନୀତି। ଡିଏମକେ ସରକାରରେ ଥିବା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପାଲଟା ଜବାବ ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ସନାତନ … Read More

ଜନ୍ମଦିନରେ ଦେଶବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଉପହାରର ନାଁ ‘ଆୟୁଷ୍ମାନ ଭବ’

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଦେବେ ଭବ୍ୟ ଉପହାର । ଏ ଉପହାର ସାରା ଦେଶବାସୀଙ୍କ ପାଇଁ । କେନ୍ଦ୍ର ସରକାର ଚଳିତବର୍ଷ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ  ‘ଆୟୁଷ୍ମାନ ଭବ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର … Read More

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତରକୁ ବିରୋଧ କରି ଛାତ୍ରମାନେ କରିଛନ୍ତି ଆନ୍ଦୋଳନ । ଏହି ପାତର ଅନ୍ତର ନୀତିକୁ ବିରୋଧ କରି ପିଜି ଡିପାର୍ଟ ମେଣ୍ଟର … Read More