ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସାଉଦୀ ଯୁବରାଜଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦୀ ଯୁବରାଜ ମହମ୍ମଦ୍‌ ବିଲ୍‌ ସଲ୍‌ମାନ୍‌ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ପରଠାରୁ ଏହା ହେଉଛି … Read More

ଏଏସ୍‌ଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରା ନିଲମ୍ବିତ

କଟକ: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ … Read More

ଓଡ଼ିଶାର ୪-୬ଜଣ ଅଫିସରଙ୍କ ଉପରେ ନଜର ରଖାଯାଇଛି: ଅପରାଜିତା

ଭୁବନେଶ୍ବର:  ଓଡ଼ିଶାର ୪-୬ଜଣ ଅଫିସରଙ୍କ ଉପରେ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ଗତକାଲି ଏକ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ନେଇ … Read More

ବାରିପଦା ବେତନଟୀ ରେଞ୍ଜର ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା

ବନ କର୍ମଚାରୀଙ୍କୁ ଦଳିଦେଲା ଦନ୍ତା। ବାରିପଦା ବେତନଟୀ ରେଞ୍ଜ ଅନ୍ତର୍ଗତ ବେଣାପୁରା ଗାଁ ନିକଟରେ ହାତୀ ଆକ୍ରମଣରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ … Read More

ପାରାଦୀପ କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ

ପାରାଦୀପରେ ପୁଣି ମାଛ ମଡ଼କ। କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ। ସ୍ମୃତି ଉଦ୍ୟାନ ନିକଟସ୍ଥ କପିଳଯୋରରେ ଭାସୁଛି ମଲା ମାଛ। ଦୁଇ ଦିନ ଧରି ଯୋରରେ ମାଛ ମରି ଭାସୁଛନ୍ତି। ମାଛ ମରି ଭାସୁଥିବାରୁ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। … Read More

ନୀତିଶ ଭାରି ଚତୁର, ତାଙ୍କର ରାଜନୀତି କରିବାର ନିଜସ୍ୱ ରଣନୀତି ଅଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନସୁରାଜ ଯାତ୍ରା କରୁଛନ୍ତି। ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ଅନୁମାନ କରାଯାଉଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ଦଳ ଆରମ୍ଭ କରିବେ ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା … Read More

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି । ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଏହା ସହ … Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା ଫତେହି

ନୂଆଦିଲ୍ଲୀ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତ୍ତର ଆଫ୍ରିକା ଏବଂ ମୋରୋକୋରେ ଘଟିଥିବା ସବୁଠାରୁ ବଡ ଭୂକମ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ଏଥିପାଇଁ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା … Read More

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ … Read More

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ  ବିଷଧର ସାପ ସହ ତୁଳନା କରି … Read More