ଖୁଦୁରକୁଣୀ ଓଷା ପାଇଁ ନଦୀରେ ବୁଡ ପକାଇବା ବେଳେ ବୁଡି ଗଲେ ନାବାଳିକା
ଅଠରବାଙ୍କି ମତ୍ସ୍ୟଡିହା ନଦୀରେ ଅଘଟଣ। ଗାଧୋଇବା ବେଳେ ବୁଡି ଗଲେ ନାବାଳିକା। ଖୁଦୁରକୁଣୀ ଓଷା ପାଇଁ ଆଜି ସକାଳୁ ଅଠରବାଙ୍କି ନିକଟସ୍ଥ କଂସାରିପାଟିଆରେ ବାଲୁକା ପୂଜା କରିବା ପାଇଁ ସ୍ଥାନୀୟ ମହିଳା ଓ କିଛି ଝିଅ ଯାଇଥିଲେ ।ବାଲୁଙ୍କା ପୂଜା … Read More