୨୦୨୪ରେ ହେବନି ଏକକ ନିର୍ବାଚନ
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିମ୍ବା ସାଧାରଣ ନିର୍ବାଚନ ବେଳେ ଦେଶରେ ଏକକ ନିର୍ବାଚନ ହେବ ନାହିଁ ବୋଲି ଆଇନ କମିଶନ ସୂତ୍ରରୁ ଖବର ମିଳିଛି।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୱାନ ନେଶନ, ୱାନ ଇଲେକସନ … Read More
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିମ୍ବା ସାଧାରଣ ନିର୍ବାଚନ ବେଳେ ଦେଶରେ ଏକକ ନିର୍ବାଚନ ହେବ ନାହିଁ ବୋଲି ଆଇନ କମିଶନ ସୂତ୍ରରୁ ଖବର ମିଳିଛି।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୱାନ ନେଶନ, ୱାନ ଇଲେକସନ … Read More
କଟକ: ଓଡ଼ିଶା ହାଇକୋର୍ଟରେ ଶୁକ୍ରବାର ଅପରାହ୍ଣରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ … Read More
ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ … Read More
ଆସ୍କା : ରକ୍ତ ରଞ୍ଜିତ ହୋଇଛି ଗଞ୍ଜାମର ମାଟି। ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ! ଆଜି ଅତି ବୀଭତ୍ସ ଭାବେ ଜଣେ ଯୁବ ବିଜେଡି ନେତାଙ୍କୁ ହତ୍ୟା କରାଯାଇଛି। ପାଖ ଗାଁରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯୁବ ନେତାଙ୍କୁ କେତେକ … Read More
ରାୟଗଡ଼ା : ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି।ସୂଚନା ଅନୁଯାୟୀ, … Read More
ନୂଆଦିଲ୍ଲୀ : ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁଖପାଲ ଖଇରାଙ୍କ ଗିରଫଦାରୀକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଖଇରାଙ୍କୁ ପଞ୍ଜାବ ପୁଲିସ୍ ଗିରଫ କରିବା ପରେ ରାଜ୍ୟର କ୍ଷମତାସୀନ ଆପ୍ ଓ କଂଗ୍ରେସ ମଧ୍ୟ ବାକଯୁଦ୍ଧ … Read More
ନୂଆଦିଲ୍ଲୀ : ବିଜେପି ସାଂସଦ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛି ଇସ୍କନ। ଇସ୍କନ ଦୁନିଆର ସବୁଠୁ ବଡ଼ ଠକ ଓ ଏହି ଧାର୍ମିକ ସଂସ୍ଥା କଂସେଇ ହାତକୁ ଗାଈ ଟେକି ଦେଉଛି ବୋଲି ମାନେକା … Read More
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ … Read More
ପାରାଦୀପ : ୭ ଦିନ ହେଲା ନିଖୋଜ ଥିଲେ ଟ୍ରଲର କର୍ମଚାରୀ। ଆଜି ସକାଳେ ପାରାଦୀପ ନେହରୁବଙ୍ଗଳା ଫିସିଙ୍ଗ ହାର୍ବରରୁ ମିଳିଲା ମୃତଦେହ। ମୃତ ଟ୍ରଲର କର୍ମଚାରୀ ଜଣଙ୍କ ହେଲେ ହେମନ୍ତ ମଲ୍ଲିକ। ତାଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁର … Read More
ବୌଦ୍ଧ : ନଦୀ ପାର ହେଉଥିବା ବେଳେ ମଝି ନଦୀରେ ଫସି ଅଟକିଛନ୍ତି ୧୨ ଟିକିଆ ହାତୀ ପଲ। ନା ଏ କୂଳକୁ ଆସି ପାରୁଛନ୍ତି ନା ଆଗକୁ ଯାଉଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ର ମାଣିକପୁର ଗାଁ … Read More