୪୩% ଶିକ୍ଷକ, ୫୧% ଅଣଶିକ୍ଷକ ପଦବି ଖାଲି
ଭୁବନେଶ୍ବର: ବୈଷୟିକ ଶିକ୍ଷା ପ୍ରତି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଯୋଜନା ପରେ ଯୋଜନା ହେଉଛି। କେତେବେଳେ ଆଇଟିଆଇ, ଡିପ୍ଲୋମା ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷାର ବ୍ୟବସ୍ଥା ହେଉଛି ତ ଆଉ କେବେ ନିଯୁକ୍ତି ମେଳା କରାଯାଉଛି। ବାହାର କମ୍ପାନିରେ … Read More