ମଞ୍ଚରେ ବାଟ ପାଉନାହାନ୍ତି… ଝୁଣ୍ଟି ପଡୁଥିବା ବାଇଡେନ୍ଙ୍କୁ ଉପହାସ କଲେ ଟ୍ରମ୍ପ୍
ଆନ୍ହାଇମ୍: ଆମେରିକାର ଆନ୍ହାଇମ୍ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍ ରିପବ୍ଲିକାନ୍ ପାର୍ଟି କନ୍ଭେନ୍ସନ୍’ରେ ଡୋନାଲ୍ଡ୍ ଟ୍ରମ୍ପ୍ ରାଷ୍ଟ୍ରପତି ଜୋ ବାଇଡେନ୍ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍) ବାଟ ପାଉନାହାନ୍ତି।ସମବେତ ଜନତାକୁ ଉଦ୍ବୋଧନ … Read More