ଦୁଇ ଝିଅକୁ ଛାଡି ପ୍ରେମିକ ସହ ମା’ ଫେରାର

ଭୁବନେଶ୍ୱର: କଅଁଳା ନିଷ୍ପାପ ଶିଶୁ ଦୁଇଟା ସବୁବେଳେ ମାଆ ମାଆ କହି ଖୋଜୁଛନ୍ତି । କେମିତି ମାଆ ଇଏ କେଜାଣି ଗୋଟିଏ କ୍ଷୀର ପିଉ ଥିବା ଶିଶୁ ଆଉ ଗୋଟିଏ ତାଠାରୁ ଟିକିଏ ବଡ଼। ଦୁଇଟି ନିରୀହ ଛୋଟ ଛୋଟ ଝିଅଙ୍କୁ ଛାଡି … Read More

ଭବାନୀ ମଲ୍ ନିକଟସ୍ଥ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରବଳ ଧୂଆଁ ହେବା … Read More

ପୁରୀ ରଥଯାତ୍ରା ପାଇଁ ଗାଡ଼ି ପାର୍କିଂ

ପୁରୀ : ପୁରୀ ରଥଯାତ୍ରାକୁ ଯଦି ଯାଉଛନ୍ତି କେମିତି ଯିବେ । କେଉଁଠି ଗାଡ଼ି ପାର୍କିଂ କରିବେ । ଏଥିପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍‌ କରାଯାଇଛି। ଆଜି ମଧ୍ୟରାତ୍ରରୁ ୨୧ ତାରିଖ ଯାଏଁ ଲାଗୁ ହେବ। ଭୁବନେଶ୍ୱର ଓ କୋଣାର୍କ ପଟୁ … Read More

ଯନ୍ତ୍ରୀଙ୍କ ପରକୀୟା ପ୍ରୀତି, ଅଧରାତିରେ ପହଞ୍ଚି ଗଲେ ସ୍ତ୍ରୀ

ଉଦଳା: ଯନ୍ତ୍ରୀଙ୍କ ରୋମିଓଗିରି ପଦାରେ ପଡ଼ିଛି। ନିଜ ସ୍ତ୍ରୀ ଥାଇ ବି ଅନ୍ୟ ଜଣେ ଯୁବତୀଙ୍କ ସହିତ ରାତି ବିତାଇବା ମହଙ୍ଗା ପଡ଼ିଛି। ଇଂଜିନିୟର ସ୍ବାମୀ ପରକୀୟା ପ୍ରୀତିରେ ମାତିଥିବା ବେଳେ ସଂପର୍କୀୟଙ୍କ ସହିତ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଛନ୍ତି। ଫଳରେ … Read More

ପଞ୍ଚଭୂତରେ ବିଲୀନ ହେଲେ ଡେପୁଟି ରେଞ୍ଜର

ରାଇରଙ୍ଗପୁର: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ନିଜ ପ୍ରିୟଜନର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ । ଗାଁଟା ସାରା ସମସ୍ତଙ୍କ ଆଖିରେ ଲୁହ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଟିଙ୍ଗିରିଆ ଗ୍ରାମର ବନକର୍ମଚାରୀ … Read More

ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ, ୫ ଦଫା ଦାବି

ଆଜିଠୁ ଜଙ୍ଗଲକୁ ସୁରକ୍ଷା ଦେବେ ନାହିଁ ବନ କର୍ମଚାରୀ । ଏହି ନିଷ୍ପତି ନେଇଛି ଓଡ଼ିଶା ଅଣ ଗେଜେଟଡ ବନ କର୍ମଚାରୀ ସଂଘ । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜଙ୍ଗଲ ସୁରକ୍ଷା କାମରେ ଯୋଗ ନଦେଇ ପ୍ରତୀକ … Read More

ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ, ଠିକାଦାର ମୃତ

ଟାଙ୍ଗୀ: ଗୁଳି ମାଡ଼ରେ ଠିକାଦାର ମୃତ । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚଣ୍ଡେଶ୍ୱର ଛକରେ ଗୁଳିକାଣ୍ଡ । ମୃତକ ହେଲେ ଠିକାଦାର ରମେଶ ରାଉତ । ନିଜ ଘର ରାଧାମୋହନପୁରକୁ ଫେରୁଥିବା ବେଳେ ଘଟିଛି ଗୁଳିକାଣ୍ଡ । ଏକ ବାଇକରେ … Read More