ଜଳେଶ୍ୱର ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ

ଜଳେଶ୍ୱର : ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଜଳେଶ୍ୱର ମାଲବାହୀ ଟ୍ରେନ୍‌ରେ ଲାଗିଲା ନିଆଁ । ଦକ୍ଷିଣପୂର୍ବ ରେଳପଥର ରୂପ୍ସା ଷ୍ଟେସନରେ ଏଭଳି ଅଘଟଣ ଘଟିଛି । କୋଇଲା ବୋଝେଇ ହୋଇ ଷ୍ଟେସନରେ ଛିଡା ହୋଇଥିବା ବେଳେ ନିଆଁ ଲାଗିଯାଇଛି । … Read More

ଜୁନ ୧୨ରୁ ତାଣ୍ଡବ ରଚିବ ବାତ୍ୟା ବିପର୍ଯୟ

ଗଭୀର ସମୁଦ୍ରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ବିପର୍ଯୟ । ଏବେ ଏହା ପୂର୍ବ-କେନ୍ଦ୍ର ଆରବ ସାଗରରେ ରହିଛି । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତରଦିଗ ଆଡ଼କୁ ଗତି କରୁଛି । ଆଜି ସକାଳୁ ଏହି ଭୀଷଣ ବାତ୍ୟା କେନ୍ଦ୍ରୀଭୂତ … Read More

୫ବର୍ଷର ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ବାପା

ରାଉରକେଲା : ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଶୀତଳପଡ଼ା ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପର ପୁରୁଷ ସହ ସ୍ତ୍ରୀ ପଳାଇବା ପରେ ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। … Read More

ବିମାନ ଦୁର୍ଘଟଣାର ୪୦ ପରେ ଆମାଜନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ୪ ଭାଇଭଉଣୀ

ଆମାଜନ ଜଙ୍ଗଲରୁ ୪୦ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି ୪ ଭାଇଭଉଣୀ । ମେ ୧ ତାରିଖରେ ହୋଇଥିବା ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇ ୪୦ ଦିନ ପରେ ଉଦ୍ଧାର ହୋଇଛନ୍ତି । ସମସ୍ତେ ଜୀବିତ ଥିବା ବେଳେ … Read More

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର

ବାଲେଶ୍ୱର : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସଂଘର୍ଷରେ ତିନି ଗୁରୁତର, ୨୦ ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି … Read More

ଶରଦ ପାୱାର୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ବିଜେପି’ କର୍ମୀ: ଅଜିତ ପାୱାର୍‌

ପୁଣେ: ଶରଦ୍‌ ପାୱାର୍‌ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ଆତ୍ମଘୋଷିତ ବିଜେପି କର୍ମୀ’ ସୌରଭ ପିମ୍ପାଲ୍‌କର୍‌ ବୋଲି ତାଙ୍କ ପୁତୁରା ଅଜିତ ପାୱାର୍‌ ଦାବି କରିଛନ୍ତି। ଏଭଳି ଦାୟିତ୍ବହୀନ ଆଚରଣକୁ ତୀବ୍ର ନିନ୍ଦା କରି ଅଜିତ୍‌ ପାୱାର୍‌ କହିଛନ୍ତି, ସୌରଭ ପିମ୍ପାଲ୍‌କର୍‌ … Read More

ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ ଶ୍ରୀଗଣେଶନ୍‌

ଭୁବନେଶ୍ୱର: ପ୍ରଦୀପ ଜାଳିଲା ବେଳେ ଲିଭିଗଲା ଜୀବନ ଦୀପ। ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ … Read More