ଉବୁଟୁବୁ ଆସାମ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ସାଙ୍ଗକୁ ଭୂସ୍ଖଳନ

ନୂଆଦିଲ୍ଲୀ : ଦେଶରେ ବର୍ଷା ଓ ବନ୍ୟା ବିତ୍ପାତ । କେଉଁଠି ପ୍ରବଳ ବର୍ଷା ବନ୍ୟା ଆଣିଛି ତ ଆଉ କେଉଁଠି ଭୂସ୍ଖଳନ । ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ପରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଆସାମରେ … Read More

ବିମାନ ସିଟରେ ଶୌଚ କଲେ ଯାତ୍ରୀ, ଓହ୍ଲାଇବା ପରେ ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ବିମାନରେ ଯାତ୍ରୀମାନଙ୍କ ବିଶୃଙ୍ଖଳିତ ଆଚରଣ ମାମଲା ବଢିଚାଲିଛି । ଡିଜିସିଏର ତାଗିଦ ଓ ବିମାନ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଏସବୁ ମାମଲା କମୁନାହିଁ । ନିକଟରେ ଏୟାର ଇଣ୍ଡିଆର ମୁମ୍ବାଇ-ଦିଲ୍ଲୀ ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିକୁ … Read More

ବଦ୍ରିନାଥ ଧାମ ଆଖପାଖରେ ପାଳନ ହୋଇପାରିବ ନାହିଁ ଇଦ୍

ଚମୋଲି : ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ।  ବଦ୍ରିନାଥ ଧାମରେ ଥିବା ପଣ୍ଡା-ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଯୋଶୀମଠ ପରେ ଇଦ୍ ପର୍ବ ପାଳନ କରାଯିବ ନାହିଁ। ଗତ ବର୍ଷ … Read More

“୨୦ ଲକ୍ଷ କୋଟିର ଦୁର୍ନୀତି ଗ୍ୟାରେଣ୍ଟି” ବିରୋଧୀ ଏକତା ପ୍ରତି ମୋଦୀଙ୍କ କଟାକ୍ଷ

ଭୋପାଳ : ଗତ ୨୩ ତାରିଖରେ ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ବିରୋଧୀ ଏକତା ବୈଠକକୁ ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୋପାଳରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ଏହି ମେଣ୍ଟର … Read More

ସରିଲା ଆଡପ ଦର୍ଶନ, ଆସନ୍ତାକାଲି ବାହୁଡା ଯାତ୍ରା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ … Read More

ନିଜ ନିର୍ବାଚନମଣ୍ଡଳୀ ସମସ୍ୟା ସମାଧାନରେ ବିଫଳ ଅପରାଜିତା: ବିଜେଡି

ଭୁବନେଶ୍ୱର : ଗତ ଚାରି ବର୍ଷ ମଧ୍ୟରେ ସାଂସଦ ଭାବରେ ମାନ୍ୟବର ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଆଜି ଏଠାରେ ଆୟୋଜିତ ଏକ … Read More

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରାଧାନମନ୍ତ୍ରୀଙ୍କ ଧର୍ମପତ୍ନୀ ଯଶୋଦା ବେନ ମୋଦି

ପୁରୀ:ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି।ପ୍ରାଧାନମନ୍ତ୍ରୀ ମୋଦିଙ୍କ ଧର୍ମପତ୍ନୀ 72ବର୍ଷୀୟ ଯଶୋଦା ବେନ ଆଜି ସପରିବାର ଜଗାଦର୍ଶନ କରିଛନ୍ତି ।ଯଶୋଦା ବେନଙ୍କ ସହ ତାଙ୍କ ଭାଇ,ପୁତୁରା ଓ ବାପଘର ପରିବାରବର୍ଗ ଥିଲେ । ଆଜି ନବମୀର ସନ୍ଧ୍ୟ୍ରା ଦର୍ଶନରେ ଆଡ଼ପ … Read More

ଜୁଲାଇ ୩ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ୮୦ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଜୁଲାଇ ୩ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିବ । www.bseodisha.ac.in ୱେବସାଇଟକୁ ଯାଇ … Read More

ଆଡପ ଦର୍ଶନ ସାରି ଫେରୁଥିବାବେଳେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଜଗା ମୁହଁ ଚାହିଁ ଏ ଜୀବନ ଯାଉ…ଭକ୍ତଟିଲ ସବୁବେଳେ ଏକଥା ଭାବୁଥାଏ  । ସେ ବି ଥିଲେ ଜଣେ ଭକ୍ତ । ଜଗା ମୁହଁ ଆଖିରେ ରଖି ଆଖି ବୁଜିଦେଲେ ସବୁଦିନ ପାଇଁ । ଆଡପ ମଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶେଷ ଦର୍ଶନ‌ … Read More

ବିଜେଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି: ଜୟଦେବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍ ବାର୍ତ୍ତାକୁ ନେଇ ଜୟଦେବ ଜେନାଙ୍କ କଟାକ୍ଷ । ମୁଖ୍ୟମନ୍ତ୍ରୀ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି ବୋଲି କହିଲେ ଜୟଦେବ ଜେନା । ଅଡିଓ ପ୍ରମାଣିତ କରୁଛି ମୂଖ୍ୟମନ୍ତ୍ରୀ ଆଉ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି । … Read More