ରିଲ୍ସ ପାଇଁ ବାପାକୁ ବସ୍ତାରେ ପୁରାଇ କୋରିଅର କରିବାକୁ ଉଦ୍ୟମ

ବେଙ୍ଗାଲୁରୁ: ରିଲ୍ସ ପାଇଁ ବଡ଼ ପାଗଳାମୀ । ବାପାକୁ ବସ୍ତା ଭିତରେ ପୁରାଇ କୋରିଅର କରିବାକୁ ଉଦ୍ୟମ କରୁଥିଲା ବେଳେ ଫସିଗଲେ ପରିବାର ଲୋକ । ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛିରେ । ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ … Read More

୮୦ ହଜାର ଟନ୍ କଞ୍ଚା ତେଲ ସହ ଭାରତ ପହଞ୍ଚିଲା ଜଗ ଲାଡକି

ନୂଆଦିଲ୍ଲୀ : ଭାରତୀୟ ପତାକା ଥିବା ଜାହାଜ ଜଗ୍ ଲଡକି ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଜଗ୍ ଲଡକି ଏକ ତୈଳ ଟ୍ୟାଙ୍କର୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ୮୦ ହଜାର ଟନ୍ ମର୍ବାନ୍ ଅଶୋଧିତ ତୈଳ ନେଇ … Read More

ପାଲମର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ

ନୂଆଦିଲ୍ଲୀ : ଦିଲ୍ଲୀରୁ ଛାତି ଦୋହଲାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ ରାଜଧାନୀ ପାଲମ ଅଞ୍ଚଳରେ ଥିବା ଏକ ୪ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅତି କମରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ … Read More

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ୬୦% ସିଟ୍ ପାଇଁ ଆଉ ଦେବାକୁ ପଡ଼ିବନି ଅଲଗା ଟଙ୍କା

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ୬୦% ସିଟ୍ ମିଳିବ ମାଗଣା । ସିଟ୍ ପାଇଁ ଦେବାକୁ ପଡ଼ିବନି ଅଲଗା ଟଙ୍କା। ପରିବାର ସହ ବସିବା ହେଲା ସହଜ । ଗୋଟିଏ ଟିକେଟ୍ ରେ ଥିବା ସବୁ … Read More

୫୦୦୦ ପାଉଣ୍ଡର ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ଧ୍ୱଂସ ହେଲା ଇରାନର ମିସାଇଲ୍ ଘାଟି

ନୂଆଦିଲ୍ଲୀ: ୫୦୦୦ ପାଉଣ୍ଡର ‘ବଙ୍କର-ବଷ୍ଟର’ ବୋମା ମାଡ଼ । ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ‘ବଙ୍କର-ବଷ୍ଟର’ ବୋମା ମାଡ଼ରେ ଧ୍ୱଂସ ହେଲା ମିସାଇଲ୍ ଘାଟି । ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର । ଆମେରିକା ଏବଂ … Read More

ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ

ନୂଆଦିଲ୍ଲୀ : ଇସ୍ରାଏଲ୍-ଇରାନ ଯୁଦ୍ଧ ୧୫ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଇରାନର ବରିଷ୍ଠ ଏବଂ ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ … Read More

ଆର୍ମେନିଆ, ଆଜରବୈଜାନ ଦେଇ ନିଜ ଦେଶକୁ ଫେରୁଛନ୍ତି ଇରାନରେ ଫସିଥବା ଭାରତୀୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇରାନରେ ଅଟକିଥିବା ଭାରତୀୟମାନେ ବର୍ତ୍ତମାନ ଆର୍ମେନିଆ ଓ ଆଜରବୈଜାନ ସୀମା ଦେଇ ଇରାନ ଛାଡୁଥିବା ଜଣାପଡିଛି। ସୋମବାର ସୁଦ୍ଧା ୫୫୦ ଭାରତୀୟ ଇରାନ ସୀମା ଅତିକ୍ରମ କରି ଆର୍ମେନିଆରେ ପହଞ୍ଚିଥିବାବେଳେ ୯୦ ଭାରତୀୟ ଆଜରବୈଜାନରେ ପହଞ୍ଚିଥିବା … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଫଟୋ ଓ ଭିଡିଓ ଅପ୍‌ଲୋଡ ଅଭିଯୋଗ: ୟୁଏଇରେ ୧୯ ଭାରତୀୟ ଗିରଫ

ଆବୁଧାବି: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଓ ଆପତ୍ତିଜନକ ଫଟୋ, ଭିଡିଓ ଅପ୍‌ଲୋଡ କରୁଥିବା ଅଭିଯୋଗରେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ସରକାର ମୋଟ ୩୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୯ ଭାରତୀୟ ସାମିଲ ଅଛନ୍ତି। … Read More

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ:୨୯୧ ଆସନରେ ପ୍ରାର୍ଥୀ ଘୋଷଣା କଲା ଟିଏମସି

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏପ୍ରିଲ ୨୩ ଏବଂ ଏପ୍ରିଲ୍ ୨୯ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରୁଛନ୍ତି । ସୋମବାର ବିଜେପି ୧୪୪ ଆସନ ପାଇଁ ପ୍ରାର୍ଥୀ … Read More

LPG ପାଇଁ ନିଜେ ଘରେ ବସି କରିପାରିବେ e-KYC

ନୂଆଦିଲ୍ଲୀ : LPG ଗ୍ରାହକଙ୍କ ପାଇଁ e-KYC କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । କେବଳ ଅନଧିକୃତ LPG ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ e-KYC କରିବା ଦରକାର ନାହିଁ । … Read More