କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳ
ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳ। କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ନିଜର ସମର୍ଥନ ଜଣାଇଛନ୍ତି ଭାରତୀୟ ଖେଳାଳି। ମେ’ ୨୮ରେ କୁସ୍ତିଯୋଦ୍ଧାଙ୍କ ସହିତ ହୋଇଥିବା ଧସ୍ତାଧସ୍ତି ଏବଂ ଦୁର୍ବ୍ୟବହାର ବିରୋଧରେ ସ୍ୱର … Read More