ରେଳ ଦୁର୍ଘଟଣାର ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି : ମମତା

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି । ସେ କହିଛନ୍ତି ଯେ  ଦୁର୍ଘଟଣାର ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି । ଗତକାଲି କେନ୍ଦ୍ର ରେଳମନ୍ତ୍ରୀ … Read More

ଏୟାରଲାଇନ୍ସ କମ୍ପାନୀଙ୍କ ମନମାନି, ଭୁବନେଶ୍ୱରକୁ ଆସୁଥିବା ବିମାନ ଭଡା ଦାମ୍‌ ୫୦ ହଜାରରୁ ଅଧିକ

ଓଡିଶାର ବାଲେଶ୍ୱରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣଙ୍କର ଜୀବନ ଚାଲିଯାଇଛି । ଏଭଳି ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁଁ ସେହି ରୁଟରେ ଚାଲୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ଯାହାର ଫାଇଦା ନେଉଛନ୍ତି ବିମାନ କମ୍ପାନୀ ଏବଂ … Read More

ମନ୍ଦିରରେ ପ୍ରବେଶ ପାଇଁ ଲାଗୁ ହେଲା ଡ୍ରେସ କୋଡ

ମଥୁରା ଏବଂ ଆଗ୍ରାର ଅନେକ ମନ୍ଦିରରେ ଛୋଟ ବସ୍ତ୍ର ପରିଧାନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହା ସହିତ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ ପାଇଁ ଭାରତୀୟ ପରମ୍ପରା ଅନୁସାରେ ବସ୍ତ୍ର ପରିଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗ୍ରାର … Read More

ସିମେଣ୍ଟରେ ତିଆରି କାନ୍ଥ ଭାଙ୍ଗିପାରେ, କିନ୍ତୁ ସିନ୍ଦେ-ବିଜେପିର ଗଠବନ୍ଧନ ଭାଙ୍ଗିବ ନାହିଁ: ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ଜଙ୍ଗଲ ଓ ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗନ୍ତୀୱର ଆଜି କହିଛନ୍ତି ଯେ ସିମେଣ୍ଟରେ ତିଆରି କାନ୍ଥ ଭାଙ୍ଗିପାରେ, କିନ୍ତୁ ସିନ୍ଦେ-ଫଡନାଭିସଙ୍କ ଗଠବନ୍ଧନ ଭାଙ୍ଗିବ ନାହିଁ | ସେ ଆଜି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଉପରେ ଜୋରଦାର ଆକ୍ରମଣ କରିଥିଲେ … Read More

ରେଳ ଦୁର୍ଘଟଣା: ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହାୟତା ଘୋଷଣା, ମୃତକଙ୍କ ପରିଜନଙ୍କୁ ୧୦ ଲକ୍ଷ ଅନୁକମ୍ପା ରାଶି

ଓଡ଼ିଶାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଛନ୍ତି ଏବଂ ପାଖାପାଖି ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ମୃତକ ଓ ଆହତଙ୍କ ପାଇଁ ପିଏମ୍‌ଓ (PMO) ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଘୋଷଣା … Read More

କେବଳ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଛି, ସିଗ୍‌ନାଲ ସମସ୍ୟା ଯୋଗୁ ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ

ସିଗ୍‌ନାଲରେ କିଛି ସମସ୍ୟା ଯୋଗୁ ଟ୍ରେନ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବାହାନଗା ଟ୍ରେନ ଟ୍ରାଜେଡି ନେଇ ରେଲୱେ ବୋର୍ଡ ଅପରେସନ ଓ ବିଜିନେସ ଡେଭଲପମେଣ୍ଟ ସଦସ୍ୟ ଜୟା ବର୍ମା … Read More

ସୁପ୍ରିମ୍‌କୋର୍ଟ ଗଲା ରେଳ ଦୁର୍ଘଟଣାର ତଦନ୍ତ ମାମଲା, ‘କବଚ’ ସିଷ୍ଟମ୍‌ ଜଲ୍‌ଦି ଲାଗୁ କରିବାକୁ ଦାବି

ବାଲେଶ୍ୱର ରେଳ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ବିଶାଲ ତିଓ୍ଵାରୀ ନାମକ ଓକିଲ ମାମଲାକୁ ନେଇ ଆବେଦନ ଦାଖଲ କରିଛନ୍ତି। ଏହି ଆବେଦନରେ ସେ ରେଳ ଦୁର୍ଘଟଣାରୁ ରକ୍ଷା ପାଇବାର ‘କବଚ’ ସିଷ୍ଟମ୍‌ ଜଲ୍‌ଦି ଲାଗୁ କରିବାକୁ ଦାବି … Read More

କଂଗ୍ରେସ ନୁହେଁ, ଭାରତର ଲୋକ ହିଁ ବିଜେପିକୁ ଧୂଳି ଚଟାଇବେ: ରାହୁଲ ଗାନ୍ଧୀ

ନ୍ୟୁୟର୍କ: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର କେନ୍ଦ୍ରରେ ବିଜେପି ସରକାରକୁ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧୀ କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ଦଳ ଯେପରି ବିଜେପିକୁ ପରାସ୍ତ କରିଛି, ସେହିପରି ତେଲେଙ୍ଗାନା ଏବଂ ଅନ୍ୟାନ୍ୟ … Read More

୬ ମାସ ମହାକାଶରେ ରହି ପୃଥିବୀକୁ ଫେରିଲେ ଚୀନ ମହାକାଶଚାରୀ

ବେଜିଂ: ଚୀନର ମହାକାଶ ଷ୍ଟେସନ୍ ନିର୍ମାଣ ପାଇଁ ଦୀର୍ଘ ୬ ମାସ ଧରି ଚାଲିଥିବା ଅଭିଯାନ ଶେଷ କରିବା ପରେ ୩ ଜଣ ଚୀନ୍ ମହାକାଶଚାରୀ ରବିବାର ସେନଜୋ-୧୫ ମାନବବାହୀ ମହାକାଶଯାନରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ଚାଇନା ମ୍ୟାନଡ୍ ସ୍ପେସ୍ … Read More

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ବାଗେଶ୍ଵର ଧାମର ମହନ୍ତ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି … Read More