ଚାଲିଗଲେ ଗୁଫି; ‘ଶକୁନି’ ଭୂମିକାରେ କରିଥିଲେ ଚମତ୍କାର ଅଭିନୟ

ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି … Read More

ରେଳ ଚାକିରିକୁ ଫେରିଲେ ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକ

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ଖବର ଆସିଛି କି  ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲିକ ତାଙ୍କ ଚ‌ାକିରିକୁ ଫେରି ଯାଇଛନ୍ତି। ରେସଲରମାନେ … Read More

ସିସୋଦିଆଙ୍କ ୬ ସପ୍ତାହର ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ।ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ, ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ … Read More

କୋଇଲା ଦୁର୍ନୀତି: ବିମାନ ବନ୍ଦରରେ ଅଟକ ହେଲେ ଦୁବାଇ ବାହାରିଥିବା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା

କୋଲ୍‌କାତା: ପିଲାମାନଙ୍କୁ ନେଇ ଦୁବାଇ ଯିବାକୁ ବାହାରିଥିବା ‘ତୃଣମୂଳ କଂଗ୍ରେସ’ ନେତା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଆଜି ‘ଇମିଗ୍ରେସନ୍‌ ଅଥରିଟି’ ଦମ୍‌ଦମ୍‌ ବିମାନ ବନ୍ଦରରେ ଅଟକାଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦେଶାଳୟ ରୁଜିରାଙ୍କ ନାଁରେ ‘ଲୁକ୍‌-ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଥିଲା। … Read More

ଛତିଶଗଡ଼ର ବିଜାପୁରରେ ‘ଆଇଇଡି’ ବିସ୍ଫୋରଣ; ୨ ‘ସିଆର୍‌ପିଏଫ୍‌’ ଯବାନ ଆହତ

ନୂଆଦିଲ୍ଲୀ: ଆଜି ଛତିଶଗଡ଼ର ବିଜାପୁରରେ ‘ଇମ୍ପ୍ରୋଭାଇଜ୍‌ଡ୍‌ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌’ (ଆଇଇଡି) ବିସ୍ଫୋରଣ ଘଟିବାରୁ ୮୫ ବାଟାଲିୟାନ୍‌ର ୨ଜଣ ‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ଆହତ ହୋଇଥିବା ଯବାନ ଦୁହିଁଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। ଉନ୍ନତ ଡାକ୍ତରୀ ଚିକିତ୍ସା … Read More

ବହୁ ଚର୍ଚ୍ଚିତ ଅବଧେଶ ରାୟ ହତ୍ୟା ମାମଲାରେ ମୁଖତାର୍‌ ଅନସାରୀଙ୍କୁ ଆଜୀବନ କାରାଦଣ୍ଡ, ୧ ଲକ୍ଷ ଟଙ୍କା ଜରିମାନା

ବାରାଣସୀର ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ଅବଧେଶ ରାୟ ହତ୍ୟା ମାମଲାରେ ବାନ୍ଦା ଜେଲରେ ଥିବା ମାଫିଆ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଅନସାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। କହି ରଖୁଛୁ … Read More

ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାର୍‌ ଏବଂ ବସ୍‌ ମୁହାଁମୁହିଁ ଧକ୍କା, ୬ ମୃତ

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କାନ୍ପା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌ ଏବଂ କାର ଧକ୍କା ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟ ହୋଇଛି। କାର୍ଟି ନାଗପୁରରୁ ନାଗଭିଡ଼ ଅଭିମୁଖେ ଯାଉଥିବା ବେଳେ ରବିବାର … Read More

ଚୀନ୍‌ର ସିଚୁଆନ୍‌ ପ୍ରଦେଶରେ ଭୀଷଣ ଭୂସ୍ଖଳନ, ୧୯ ମୃତ

ଚୀନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ସିଚୁଆନ୍ ପ୍ରଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଜୁନ୍ ୩ ସକାଳେ ଲେଶାନ୍‌ ସହର ନିକଟ ଜିଙ୍କୋହେରେ ଥିବା ଭାନିକି ଷ୍ଟେସନ … Read More

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ : ରେଳମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ହେବ। ଏଥି ନେଇ ଭାରତୀୟ ରେଳବାଇ ବୋର୍ଡ ସିବିଆଇକୁ ସୁପାରିସ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ … Read More

ବିହାରରେ ଭୁଷୁଡ଼ିପଡ଼ିଲା ଗଙ୍ଗାନଦୀରେ ନିର୍ମାଣାଧୀନ ପୋଲ

ପାଟନା : ବିହାରରେ ଗଙ୍ଗା ନଦୀରେ ଏକ ନିର୍ମାଣାଧୀନ ପୋଲ ଭୁଷୁଡ଼ି ପଡ଼ିଛି । ଭାଗଲପୁର ଓ ଖଗରିଆକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିବା ଏହି ପୋଲ ପୂର୍ବରୁ ମଧ୍ୟ ଥରେ ଭୁଶୁଡ଼ି ପଡ଼ିଛି । ଏହି ପୋଲଟି ଗଙ୍ଗା … Read More