ଆସାମରେ ବିଜେପି ମହିଳା ନେତ୍ରୀଙ୍କୁ ହତ୍ୟା

ଆସାମର ଗୋଲପାରା ଜିଲ୍ଲାରେ ଜଣେ ବିଜେପି ମହିଳା ନେତ୍ରୀଙ୍କ ମୃତଦେହ ୧୭ ନଂ. ଜାତୀୟ ରାଜପଥ ନିକଟରୁ ମିଳିଛି। ମୃତା ହେଲେ ଆସାମ ବିଜେପି ନେତ୍ରୀ ଜୋନାଲି ନାଥ। ଜୋନାଲିଙ୍କ ପରିବାର ଲୋକେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ … Read More

ହାଇୱେ ଲୁଟେରାଙ୍କୁ ଧରିବାକୁ ରାତିସାରା ଗଛରେ ବସିଲେ ପୁଲିସ୍‌ କର୍ମଚାରୀ

ଲୁଟେରାଙ୍କୁ ଧରିବାକୁ ପୁଲିସ୍‌ର ଅଭିନବ ଯୋଜନା। ବାରମ୍ବାର ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଲୁଟ ହେବାରୁ ଅଜବ ପଦକ୍ଷେପ ନେଇଛି ପୁଲିସ୍‌। ଲୁଟେରାଙ୍କୁ ଧରିବା ପାଇଁ ରାତି ସାରା ସାଦା ପୋଷାକରେ ଗଛ ଉପରେ ଲୁଚି ବସିଛନ୍ତି ପୁଲିସ୍‌ କର୍ମଚାରୀ। ଏହାର … Read More

ଗର୍ଭବତୀଙ୍କୁ ତେଲେଙ୍ଗାନା ରାଜ୍ୟପାଳଙ୍କ ପରାମର୍ଶ, ଗର୍ଭବତୀ ମହିଳାମାନେ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢନ୍ତୁ

ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ୍ ଗର୍ଭବତୀ ମହିଳାମା ନଙ୍କୁ ମାନସିକ ଏବଂ ଶାରୀରିକ ସୁସ୍ଥ ସନ୍ତାନ ପାଇବା ପାଇଁ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢିବା ଉଚିତ ବୋଲି କହିଛନ୍ତି  । ଆରଏସଏସ ସହ ଜଡିତ ଏକ ସଂଗଠନର ଗର୍ଭ ସଂସ୍କାର କାର୍ଯ୍ୟକ୍ରମର … Read More

ଚଳିତ ମାସରେ ଦେଶ ଛାଡ଼ି ଚାଲିଯିବାକୁ ଶେଷ ଭାରତୀୟ ସାମ୍ବାଦିକଙ୍କୁ କହିଲା ଚୀନ୍‌

ନୂଆଦିଲ୍ଲୀ: ଚୀନ୍‌ରେ ଥିବା ଶେଷ ଭାରତୀୟ ସାମ୍ବାଦିକ ‘ପିଟିଆଇ’ର ଜଣେ ରିପୋର୍ଟର୍‌ଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଚୀନ୍‌ ଛାଡ଼ି ଚାଲିଯିବା ଲାଗି ବେଜିଙ୍ଗ୍‌ କର୍ତ୍ତୃପକ୍ଷମାନେ କହିଥିବା କଥା ଆଜି ‘ନିଉଜ୍‌ ଏଜେନ୍‌ସି’ ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି। ପୂର୍ବରୁ ‘ଭିସା’ ନବୀକରଣ … Read More

ସମୁଦ୍ର ମଝିରେ କ୍ରୁଜ ଜାହାଜରେ ଲାଗିଲା ଭୟଙ୍କର ନିଆଁ

ମିଶର ଉପକୂଳ ନିକଟ ଲୋହିତ ସାଗରରେ ଯାଉଥିବା ଏକ କ୍ରୁଜ୍‌ ଜାହାଜରେ ଭୟଙ୍କର ନିଆଁ ଲାଗିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଖବରରୁ ଜଣାପଡ଼ିଛି ଯେ ଗତକାଲି ରବିବାର ଲୋହିତ ସାଗରରେ ଏକ କ୍ରୁଜ୍ … Read More

ଗୁରୁବାର ଲ୍ୟାଣ୍ଡ‍ଫଲ କରିବ ବାତ୍ୟା ବିପର୍ଯ୍ୟୟ

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ‌ଆସନ୍ତା ଗୁରୁବାର ଲ୍ୟାଣ୍ଡଫଲ କରିବ। ବର୍ତ୍ତମାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ବେଳେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ଏଥିପାଇଁ ଭାରତୀୟ ପାଣିପାଗ ବିଭଗ ଗୁଜରାଟର ସୌରାଷ୍ଟ୍ର ଓ … Read More

UPSC ସିଭିଲ ସର୍ଭିସେସ୍‌ ପ୍ରିଲିମ୍ସ ରେଜଲ୍ଟ ପ୍ରକାଶିତ

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀମାନେ UPSC  ପରୀକ୍ଷା ଦେଇଥିଲେ, ସେମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ମାଧ୍ୟମରେ ଫଳାଫଳ ଚେକ୍ କରିପାରିବେ । ୨୮ ମଇ ୨୦୨୩ ରେ UPSC … Read More

ଆମେରିକାରେ ମିଳିବ ‘ମୋଦୀଜୀ ଥାଳି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସବୁଠି ଚର୍ଚ୍ଚା । ଦେଶଠୁ ଆରମ୍ଭ କରି ବିଦେଶ ସବୁଠି ତାଙ୍କ ପ୍ରଶଂସକ । ତେବେ ତାଙ୍କର ଏମିତି ଜଣେ ପ୍ରଶଂସକ ଯିଏକି ତାଙ୍କ ନା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏକ ତାଳି । ତାଙ୍କ … Read More

ଆସିବ ନୂଆ ଡିଜିଟାଲ ଡାଟା ସୁରକ୍ଷା ବିଲ୍‌ : ସୋସିଆଲ ମିଡିଆରେ ନିଷିଦ୍ଧ ହେବ ୧୧ କିସମର ପୋଷ୍ଟ

ନୂଆଦିଲ୍ଲୀ : ଏବେ ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ କିସମର କାରବାର ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଛି। ଆର୍ଥିକ କାରବାର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍‌ ମାଧ୍ୟମରେ କରିବା ସମ୍ଭବ ହେଉଛି। କିନ୍ତୁ ଦିନକୁ ଦିନ ଇଣ୍ଟରନେଟର … Read More

ବାପାଙ୍କ ଶ୍ରାଦ୍ଧରେ ସଚିନ୍‌ ପାଇଲଟ୍‌ଙ୍କ ରହସ୍ୟମୟ ବାର୍ତ୍ତା; କଂଗ୍ରେସ ଚିନ୍ତିତ

ନୂଆଦିଲ୍ଲୀ: ଆଜି ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍‌ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ଟୁଇଟ କରିଥିବା ରହସ୍ୟମୟ ବାର୍ତ୍ତା କଂଗ୍ରେସକୁ ଚିନ୍ତିତ କରିପକାଇଛି। ଆଜି ସକାଳେ ଟୁଇଟ୍‌ କରି ସଚିନ ଲେଖିଛନ୍ତି: ଶ୍ରାଦ୍ଧ ବାର୍ଷିକୀରେ ମୋର ପୂଜନୀୟ … Read More