UPSC ସିଭିଲ ସର୍ଭିସେସ୍ ପ୍ରିଲିମ୍ସ ରେଜଲ୍ଟ ପ୍ରକାଶିତ
ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀମାନେ UPSC ପରୀକ୍ଷା ଦେଇଥିଲେ, ସେମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ଏବଂ upsconline.nic.in ମାଧ୍ୟମରେ ଫଳାଫଳ ଚେକ୍ କରିପାରିବେ । ୨୮ ମଇ ୨୦୨୩ ରେ UPSC Prelims ପରୀକ୍ଷା ହୋଇଥିଲା । ଏହାର ୱେବସାଇଟ୍ ରେ ଏକ PDF ଫାଇଲ୍ ରହିଛି ଯେଉଁଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ନାମ ରହିଛି ।