ପ୍ରତାରକକୁ କେମିତି ଶରଦ ସମ୍ମାନିତ କଲେ: ଶିବସେନା(ୟୁବିଟି)

ମୁମ୍ବାଇ: ଏନସିପି(ଶରଦ ପାୱାର) ସୁପ୍ରିମୋ ଶରଦ ପାୱାରଙ୍କୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଦେଇଥିବା ବିବୃତ୍ତିକୁ ନେଇ ଅନେକ ରାଜନୀତି ଚାଲିଛି | ଶିବସେନା (ଉଦ୍ଧବ ଦଳ) ର ସମସ୍ତ ନେତା ସଞ୍ଜୟ ରାଉତଙ୍କ ବକ୍ତବ୍ୟ ସଂପୂର୍ଣ୍ଣ ଠିକ … Read More

ଏଲ୍ଓସି ନିକଟରେ IED ବ୍ଲାଷ୍ଟ, ଦୁଇ ଯବାନ ସହିଦ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅଖନୁରରେ ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣରେ ସେନାର ଦୁଇ ଯବାନ ସହିଦ ହୋଇଛନ୍ତି । ଏଲ୍‌ଓସି ନିକଟରେ ଅଖୁନର ସେକ୍ଟରରେ ହୋଇଥିବା ଆଇଇଡି ବିସ୍ଫୋରଣରେ ତିନି ଜଣ ଯବାନ ଆହତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସିତ ହେବା … Read More

ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ

ମହାକୁମ୍ଭ ଶେଷ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଥିବା ବେଳେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୪୫ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି।ମହାକୁମ୍ଭ … Read More

ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ

ଜାତୀୟ ପରୀକ୍ଷଣ ସଂସ୍ଥା – ଏନଟିଏ ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପ୍ରଥମ ଅଧିବେଶନର ମୁଖ୍ୟ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୧୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ … Read More

ଦିଲ୍ଲୀ ପରେ ବିଜେପିର ‘ମିସନ ପଶ୍ଚିମବଙ୍ଗ’: ମମତା ସରକାରଙ୍କୁ ହଟାଇବା ଯୋଜନା

ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିବା ପରେ, ଦଳର ପରବର୍ତ୍ତୀ ମିସନ ହେଉଛି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଭାଙ୍ଗିବା। ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିଛି। ଏବେ ବିଜେପିର … Read More

କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ: ବ୍ରଜଭୂଷଣ ଶରଣ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ହୋଇଛି। ଆମ ଆଦମୀ ପାର୍ଟିର ପରାଜୟ ପରେ ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ଦାବି କରି କହିଛନ୍ତି ,‘ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର … Read More

ଇଭିଏମ୍ ତଥ୍ୟ ଡିଲିଟ୍ କରନାହିଁ : ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଇଭିଏମ୍ ଯାଞ୍ଚ ସଂକ୍ରାନ୍ତ ଏକ ପିଟିସନ୍ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏହା ସହିତ ନିକଟରେ ହୋଇଥିବା ନିର୍ବାଚନ ସଂପର୍କିତ ତଥ୍ୟ ଇଭିଏମରୁ ନ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସୋସିଏସନ୍ ଫର୍ … Read More

AI ଠାରୁ ସତର୍କ ରହିବା ଜରୁରୀ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ୟାରିସ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ବହୁ ପ୍ରତୀକ୍ଷିତ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି। ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏଆଇ … Read More

ବାଲାଟ୍ ପେପର ବ୍ୟବହାର କଲେ ବିଜେପି କୌଣସି ସ୍ଥାନରେ ଜିତିପାରିବ ନାହିଁ: ସଞ୍ଜୟ ରାଉତ

ମୁମ୍ବାଇ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆମ ଆଦମୀ ପାର୍ଟିକୁ ଝଟକା ଦେଇଥିବା ବେଳେ ଦେଶର ଅନ୍ୟାନ୍ୟ ଅଞ୍ଚଳର ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ନେତା ଏବଂ ରାଜ୍ୟସଭା ସାଂସଦ … Read More

ଦିଲ୍ଲୀ ନିର୍ବାଚନର ପ୍ରଭାବ ଆମ ଉପରେ ପଡ଼ିବ ନାହିଁ : ମମତା

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ପ୍ରଭାବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡ଼ିଛି । ସ୍ଥିତି ଏପରି ହୋଇଛି ଯେ ସେ ତରବରିଆଭାବେ ନିଜ ଦଳର ବିଧାୟକ ବୈଠକ ଡାକି ସମୀକ୍ଷା କରିଛନ୍ତି । ତେବେ ସେ କହିଛନ୍ତି ଯେ ଦିଲ୍ଲୀ … Read More