ସାଳନ୍ଦୀରେ ପୁଣି ବନ୍ୟା, ୫ ଦିନ ହେଲା ଜଳବନ୍ଦୀ ୪୦ରୁ ଅଧିକ ପରିବାର

ଭଦ୍ରକ: ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟା ଯୋଗୁଁ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା । ତିହିଡି ବ୍ଲକ ବାରସର ପଞ୍ଚାୟତର ୪ଟି ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି । ବନ୍ୟା ପାଣି ଘେରରେ ରହିଛନ୍ତି … Read More

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୬ ଆକ୍ରାନ୍ତ

ସୋରଡ଼ା: ଗଞ୍ଜାମ ଧରାକୋଟ ପଟାଶାଳ ମଳିକ ସାହିରେ ଝାଡ଼ାବାନ୍ତିର ଆତଙ୍କ ଦେଖିବାକୁ ମିଳିଛି । ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତ ମାନଙ୍କୁ ବ୍ରହ୍ମପୁର MKCGରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାହିଁକି ବ୍ୟାପିଲା … Read More

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ହ୍ରାସ: ବନ୍ଦ ହେଲା ୧୩ ଗେଟ୍‌

ଭୁବନେଶ୍ବର : ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ଗୁରୁବାର ସକାଳେ ୩ … Read More

ଘରେ ପଶି ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ, ହେଲେ ଏବେ ଘରେ ପଶି ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା … Read More

ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି । … Read More

ସମତା ଏକ୍ସପ୍ରେସରୁ ବିପୁଳ ଗଞ୍ଜେଇ ଜବତ; ୬ ମହିଳାଙ୍କୁ ବାନ୍ଧିଲା ଜିଆର୍‌ପି ପୋଲିସ

ଟିଟିଲାଗଡ଼: ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟିଟିଲାଗଡ଼ ଜିଆର୍‌ପି ପୋଲିସ ୬ ଜଣ ମହିଳାଙ୍କୁ ଗିରଫ କରିଛି। … Read More

ଗଣେଶ ଭସାଣି ବେଳେ ସାଉଣ୍ଡ ସିଷ୍ଟମ ବ୍ୟବହାରକୁ ନେଇ ହିଂସାକାଣ୍ଡ; ପଥରମାଡରେ ୬ ପୋଲିସ କର୍ମୀ ଆହତ

କଟକ: କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ବାରାଡିଆ ଗ୍ରାମରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ପଥରମାଡ଼ରେ ଥାନା ଅଧିକାରୀ (IIC) ଙ୍କ ସମେତ ଅତିକମରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ ମାହାଙ୍ଗା … Read More

ଅକ୍ଟୋବର ୨ରୁ ବିଜେଡିର ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳତା, ଏମଏମଡିଆର (MMDR) ଆଇନ ଏବଂ ସାଧାରଣ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବ୍ୟାପକ ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା କରାଯିବ। ଗାନ୍ଧୀ ଜୟନ୍ତୀ ବା … Read More

ଗୁଣି ସନ୍ଦେହରେ କଙ୍ଗାରୁ କୋର୍ଟ, ଗାଁଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼

ଭଦ୍ରକ : ସଭ୍ୟ ସମାଜରେ ଅସଭ୍ୟ କାଣ୍ଡ । ପୂରୁଣା ଜମିବାଡ଼ି ବିବାଦରୁ ଗୁଣି ଗାରେଡ଼ି ସହ ଗୁପ୍ତ ଧନ ପାଇଁ ବଳି ଭଳି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ । ଛୋଟରୁ ବଡ଼ କେହି ଛାଡ଼ିଲେନି । ବାଡ଼ି ଠେଙ୍ଗା … Read More

ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର, ୩ ଦିନ ମାଗଣା ପ୍ରବେଶ

ପୁରୀ : ୬ ବର୍ଷର ଅପେକ୍ଷାର ଅନ୍ତ । ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ ୩ … Read More