ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ, ମତାମତ ପାଇଁ ସେବାୟତ ନିଯୋଗକୁ ଚିଠି

ପୁରୀ : ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଶେଷ ହୋଇଛି  l  ବୈଠକରେ ମହାପ୍ରଭୁଙ୍କ ତିନି ବାଡ଼ର ବାଡ଼ଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଏଲୋଚନା ହୋଇଥିଲା  l  ବୈଠକରେ ୪ଟି ବିନ୍ଦୁକୁ ନେଇ … Read More

ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଦୃଢ଼ ପ୍ରତିବାଦ

ଭୁବନେଶ୍ୱର: ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ ଜୋର ଧରିଛି। ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ। ଚାରିଆଡେ ଅସନ୍ତୋଷ ତେଜିଛି। ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି। … Read More

୪ ଆନ୍ତଃ ରାଜ୍ୟ ଠକ ଗିରଫ, ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ନେଇଥିଲେ ଟଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସ୍ପେଶାଲ କ୍ରାଇମ୍ ୟୁନିଟ ଦ୍ୱାରା ୪  ଆନ୍ତ ରାଜ୍ୟ ଠକ ଗିରଫ । ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ୪ ଜଣ ଗିରଫ । ନିଟ ପରୀକ୍ଷା ପୂର୍ବରୁ ୪ ଜଣଙ୍କୁ ଗିରଫ … Read More

‘ଜଗନ୍ନାଥ ଧାମ ନାଁ, ଗ୍ରହଣୀୟ ନୁହେଁ’, ବର୍ଷିଲେ ସୁଦର୍ଶନ

ଭୁବନେଶ୍ବର: ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ । ଚାରିଆଡେ ଅସନ୍ତୋଷ ତେଜିଛି । ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି … Read More

ସିଡିପିଓଙ୍କ ଅମାପ ସମ୍ପତ୍ତି, ଭୁବନେଶ୍ୱରରେ ରହିଛି ୩୩୦୦ ବର୍ଗ ଫୁଟର ତିନି ମହଲା ଘର

କଟକ : ଭିଜିଲାନ୍ସ ଜାଲରେ ଶିଶୁ ବିକାଶ ଅଧିକାରୀ ଶକୁନ୍ତଳା ଦାସ । ଜଣେ ନବନିଯୁକ୍ତ ଅଙ୍ଗନବାଡ଼ି ହେଲପରଙ୍କ ଦରମା କରାଇଦେବା ପାଇଁ ଗତକାଲି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ଶକୁନ୍ତଳା ଦାସ … Read More

ରାଜା ଚକ୍ରର ଓକିଲଙ୍କ ନାଁରେ ମାନହାନୀ ମୋକଦ୍ଦମା ଦାୟର କଲେ ମନମୋହନ ସାମଲ

ବାଲେଶ୍ବର: ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା । ମକଦ୍ଦମା ଦାଏର କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜା ଚକ୍ରଙ୍କ ଓକିଲ ସିତାଂଶୁ ଦ୍ବିବେଦୀଙ୍କ ନାଁରେ ମକଦ୍ଦମା । ବାଲେଶ୍ବର ଏସଡିଜିଏମ୍‌ଙ୍କ କୋର୍ଟରେ ମକଦ୍ଦମା ହେଲା … Read More

କେନ୍ଦ୍ରକୁ ଗଲେ ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ଧଳ, ଦାୟିତ୍ବ ମୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ଵର: ବରିଷ୍ଠ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଓଡ଼ିଶା ସରକାର ଦାୟିତ୍ବ ମୁକ୍ତ କରିଛନ୍ତି । ସେ କେନ୍ଦ୍ରରେ ସଂସଦୀୟ ବ୍ୟାପର ମନ୍ତ୍ରଣାଳୟର ଓଏସଡି ଭାବେ କାର୍ଯ୍ୟ କରିବେ । ନିକୁଞ୍ଜ ଧଳଙ୍କୁ … Read More

ରାଜ୍ୟରେ ହେବ ଆଉ ୬ଟି ନୂଆ ହୋଟେଲ୍‌ ଏବଂ ରିସର୍ଟ

ଭୁବନେଶ୍ବର: ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ … Read More

ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି

ଭୁବନେଶ୍ଵର:  ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି କାର୍ଯ୍ୟକାରୀ ହୋଇଛି। ସୁଶାନ୍ତ କୁମାର ନାଥ, ଆଇପିଏସ୍ (ଆରଆର-୧୯୯୩), ଯିଏ କେନ୍ଦ୍ରୀୟ ଡେପୁଟେସନରୁ ପ୍ରତ୍ୟାବର୍ତ୍ତନ ପରେ ଗୃହ ବିଭାଗରେ … Read More

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଆସନ୍ତା ୧୦ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆସନ୍ତା ୧୦ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଅମିତ ଶାହ। ଜଟଣୀ ଯାଇ ଫରେନସିକ ବିଶ୍ୱବିଦ୍ୟାଳୟର … Read More