ବଡବିଲ ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ, ବାର୍ଷିକ ଉତ୍ପାଦନ ହେବ ୩ ନିୟୁତ ଟନ୍

ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ । ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି । ଓଡ଼ିଶା ଖଣି ନିଗମ (ଓଏମସି) … Read More

ରଥଖଳା ଚଳଚଞ୍ଚଳ, ପ୍ରତି ରଥର ନାହାକା ଅଖ କାମ ଆରମ୍ଭ

ପୁରୀ: ଆସନ୍ତା ୧୯ ତାରିଖରେ ପବିତ୍ର ଭଉଁରୀ ତିଥି । ପରମ୍ପରା ଅନୁସାରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବା ସହ ଚକ ଅଖ ଯୋଖା ନୀତି ଅନୁଷ୍ଠିତ ହେବ । ବିଶ୍ଵକର୍ମା ମହାରଣା ମାନେ ଚକ ନିର୍ମାଣରେ ଲାଗିପଡ଼ିଥିବାବେଳେ … Read More

ସମ୍ବଲପୁରରୁ ଖୁବ୍ ଶୀଘ୍ର କୃଷି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁରରେ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ତ୍ରିରଙ୍ଗା … Read More

ନିଯୁକ୍ତି ପାଇବେ ୧୫ଟି ବିଶ୍ବବିଦ୍ୟାଳୟର ଭିସି, ପୂରଣ ହେବ ହଜାରରୁ ଅଧିକ ଅଧ୍ୟାପକ ପୋଷ୍ଟ

ଭୁବନେଶ୍ବର: ରାଜ୍ୟ ସରକାର ଖୁବଶୀଘ୍ର ୧୫ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ଭାଇସ୍‌ଚାନ୍ସଲର(ଭିସି)ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିସହିତ କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ମଧ୍ୟ ପୂରଣ ହେବ । ନିଯୁକ୍ତି ଉପରେ ଲାଗିଥିବା ପୂର୍ବ … Read More

ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ଉପରେ ସିରିଜ୍ ଦୁର୍ଘଟଣା, ୪ ଆହତ

କଟକ : ନେତାଜୀ ସୁବାଷ ଚନ୍ଦ୍ର ବୋଷ ସେତୁ ଉପରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ପିଟିହେଲା ୫ଟି କାର୍। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ନକଲି ଜାତି ପ୍ରମାଣପତ୍ର ଆଶଙ୍କା, ଆଦିବାସୀ ଦଳିତ ସେନାର ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁର: ସମ୍ବଲପୁରର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ଓ ସମ୍ବଲପୁର ଜିଲା ଆଦିବାସୀ ଦଳିତ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ଭାବରେ ରାଜସ୍ୱ ମନ୍ତ୍ରୀଙ୍କ ବିନା ପଟ୍ଟାରେ ଜାତି ପ୍ରମାଣପତ୍ର ଦେବା ଘୋଷଣା … Read More

କୃଷି ଓଭର୍‍ସିଅରଙ୍କ ମାସିକ ଗସ୍ତଭତ୍ତା ୪୫୦ରୁ ୧୫୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର କୃଷି ଓଭର୍‍ସିଅରମାନଙ୍କ ମାସିକ ଗସ୍ତଭତ୍ତା ବୃଦ୍ଧି କରିଛନ୍ତି। ଏହି ଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ସମୁଦାୟ ୧୫୬୭ ଟି କୃଷି … Read More

ଭାରତୀୟ ସେନାର ଶକ୍ତି ବଢାଇଲା ଓଡ଼ିଶା, ଟେଷ୍ଟ କଲା ଡ୍ରୋନ୍‌ କିଲର ‘ଭାର୍ଗବାସ୍ତ୍ର’

ବ୍ରହ୍ମପୁର : ଡ୍ରୋନ୍‌ ଜରିଆରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ‘ଭାର୍ଗବାସ୍ତ୍ର’ ନାମରେ ଏକ କାଉଣ୍ଟର୍‌ ଆଟାକ ସିଷ୍ଟମ ତିଆରି କରାଯାଇଛି। ଗଞ୍ଜାମ ଜିଲାର ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଥିବା ଫାୟାରିଂ ରେଞ୍ଜରେ ଏହାର ସଫଳ ପରୀକ୍ଷଣ … Read More

ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣରୁ ବଞ୍ଚିତ କରାଯାଇଥିଲା: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବା ଦିଗରେ ପୂର୍ବ କଂଗ୍ରେସ ଏବଂ ବିଜେଡି ସରକାର କେବଳ ଛଳନା କରିଥିଲେ। କୋର୍ଟ କଚେରିର ବାହାନା ଦେଖାଯିବା ସହ … Read More