ସଂରକ୍ଷଣ ଦାବିରେ ଆସନ୍ତା ୨୧ ତାରିଖରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ରାଜ୍ୟର ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୧.୨୫ ପ୍ରତିଶତ ସିଟ୍‌ ସଂରକ୍ଷଣ ଘୋଷଣାକୁ ବିଜେଡି ଧୋକା ଓ ପ୍ରବଞ୍ଚନା ବୋଲି କହିଛି। ଏସ୍‌ଇବିସି ବା ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ସମସ୍ତ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ … Read More

ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ

ଭଦ୍ରକ: ଭିଜିଲାନ୍ସ ଜାଲରେ ବାସୁଦେବପୁର ଜେଇ ଅଶୋକ ଦାସ। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। ନିୟୁଇଣ୍ଡିଆ ସାହି ସ୍ଥିତ ଭଡ଼ା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଜେଇ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର କନିଷ୍ଠ … Read More

୨୨ରେ ସାଇକ୍ଲୋନିକ୍ ସର୍କୁଲେସନ ! ଆରବ ସାଗରରେ ସୃଷ୍ଟି ହେଉଛି ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ଆରବସାଗରରେ କର୍ଣ୍ଣାଟକ ଉପକୂଳରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ୨୧ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା … Read More

ଟ୍ରେନରେ ଅସୁସ୍ଥ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଗତ ବୁଧବାର ରାତିରେ ରାଉରକେଲା ଷ୍ଟେସନରେ ଗୀତାଞ୍ଜଳି ଏକ୍ସପ୍ରେସରୁ ଜଣେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛୁଟି ସାରି ସେ ଛତିଶଗଡ଼ର ସୋନପୁର ସ୍ଥିତ ତାଙ୍କ ବେସ୍ କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଆସାମର ବାରପେଟାର … Read More

ଝାରସୁଗୁଡା ଜିଲ୍ଲାରେ ଦୁଇ ନାବାଳକଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କଟକ :  ଝାରସୁଗୁଡା ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କୁ ଦୁଷ୍କର୍ମ କରାଯାଇଥିବା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, POCSO ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ … Read More

ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ, ତୁରନ୍ତ ବନ୍ଦ କରିବାକୁ ଦାବି

ପୁରୀ: ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ। ମେ ୧୮ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ ଦାବି କଲେ ସେବାୟତ। ତୁରନ୍ତ ଇସ୍କନର ଅଦିନିଆ … Read More

ସିଙ୍ଗାପୁରରେ ବଢୁଛି କୋଭିଡ ମାମଲା : ଓଡ଼ିଶାରେ ଚିହ୍ନଟ ହୋଇନାହିଁ, ସ୍ପଷ୍ଟ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଥାଇଲାଣ୍ଡ, ହଙ୍ଗକଙ୍ଗ ଓ ସିଙ୍ଗାପୁରରେ କୋଭିଡ କେସ ବଢଥିବା ଜଣାପଡ଼ିଛି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୋଭିଡ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ … Read More

ଜୁଆ ଆଡ୍ଡା ଉପରେ ପୋଲିସର ରେଡ୍‌; ୧୫ ଗିରଫ

ନୂଆପଡ଼ା: ଜୁଆ ଆଡ୍ଡା ଉପରେ ପୋଲିସ ରେଡ୍‌ କରିଛି। ଏହାସହ ୧୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୁରୁମପୁରୀ ଗାଁରେ ଜୁଆ ଆଡ୍ଡା ଚାଲିଥିଲା। ଏନେଇ ଖବର ପାଇବା ପରେ ଲଖନା ପୋଲିସ ଚଢଉ କରିଛି। ଚଢଉ ବେଳେ … Read More

ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅପହରଣ ପରେ ହତ୍ୟା

ପ୍ରେମ ପାଇଁ ହତ୍ୟାକାଣ୍ଡ । ଅପହରଣ ପରେ ଯୁବକଙ୍କ ଜୀବନ ନେଇଗଲେ । ଗତ ୫ ତାରିଖରେ ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ପ୍ରେମ ବ୍ୟାପାର ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର … Read More

ବିବାଦ ଘେରରେ ଓଡିଆ ୟୁଟ୍ୟୁବର ଲବ ହାଁସଦା, ପ୍ରେମିକା ଜୀବନ ହାରିବା ପରେ ମିଳୁନି ପତ୍ତା

ଲଭରଙ୍କୁ ଲବ ହାଁସଦାଙ୍କ ଧୋକା ଅଭିଯୋଗ । ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କୁ ଖୋଜୁଛି ବେଙ୍ଗାଳୁରୁ ପୋଲିସ । ପ୍ରେମିକା ଜୀବନ ହାରିବା ମାମଲାରେ ଲବଙ୍କ ନାଁରେ ବେଙ୍ଗାଲୁରୁର ଏଚଏସଆର ଲେଆଉଟ ଥାନାରେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । … Read More