ଏ ବର୍ଷ ହେବ କଲେଜ ଇଲେକ୍ସନ୍ !

ଭୁବନଶ୍ବର: କିଛି ବର୍ଷର ଅନିଶ୍ଚିତତା ଏବଂ ଛାତ୍ର ଅଶାନ୍ତି ପରେ ଏବେ ଶେଷରେ ଛାତ୍ର ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାର କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଛାତ୍ର ସଂଘ ନିର୍ବାଚନ ଏହି ବର୍ଷ ହୋଇପାରେ। … Read More

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡ଼ା: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ । କୋଲକାତାରେ ବିବାହ କରେଇବାକୁ କହି ଅପହରଣ କରିଥିଲା ଅଭିଯୁକ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନର୍ଗତ ବାଉଳକାଣୀ ପଞ୍ଚାୟତ ଆମ୍ବବେଲାରୀ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଦଶମ … Read More

ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର: ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଅନୁଯାୟୀ, ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଉପନିର୍ବାଚନ । … Read More

ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ

ରାୟଗଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀପୋଲ ଉପରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଇଠ ପଦରର … Read More

୫ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ୫ ହାର୍ଡକୋର ମାଓବାଦୀ ଗିରଫ । ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାର ଲାହେରୀ ଥାନା ବିଣାଗୁଣ୍ଡା ଜଙ୍ଗଲରୁ ୫ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷା କର୍ମୀ ।  ଗିରଫଙ୍କ ମଧ୍ୟରେ ଜଣେ DVCM , ଜଣେ ACM ଏବଂ ତିନି ଜଣ ପ୍ଲାଟୁନ … Read More

ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ

ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର  ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ ହୋଇଛନ୍ତି । … Read More

ଅଣଓଡ଼ିଆ ଠିକାଦାରଙ୍କ ହାତରେ ପାନୀୟଜଳ ପ୍ରକଳ୍ପ: ଅଧାରେ ଆଣ୍ଠେଇଛି ଯୋଜନା

ଭୁବନେଶ୍ବର: ରାଜ୍ୟରେ ପାନୀୟଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶହଶହ ‌କୋଟି ଟଙ୍କାର ବୃହତ୍ ପାନୀୟଜଳ ପ୍ରକଳ୍ପ ବର୍ଷବର୍ଷ ହେଲା ଅଧାରେ ଆଣ୍ଠେଇଛି। ସବୁଠୁ ବଡ଼ କଥା ହେଲା, ଅଣଓଡ଼ିଆ ଠିକାଦାରଙ୍କ ମର୍ଜିରେ ପାନୀୟଜଳ ପ୍ରକଳ୍ପ ଚାଲିଛି। … Read More

ସାମ୍ନାକୁ ଆସିଲା ଜ୍ୟୋତି, ପ୍ରିୟଙ୍କାଙ୍କ ପୁରୀ ହୋଟେଲର ଭିଡିଓ

ପୁରୀ,୨୦।୫:ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍‌ରେ ରହୁଥିଲେ ପକ୍‌-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି। ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍‌ରେ ରହିଥିଲେ। ହୋଟେଲ୍‌ରେ ଶୋଇ … Read More

ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ। ତାଙ୍କୁ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ‌ଏଭଳି ଦଣ୍ଡବିଧାନ କରିଛନ୍ତି। ସୂଚନାଯୋଗ୍ୟ, … Read More

ସୁଶାନ୍ତ ନାୟକ ହତ୍ୟା ମାମଲା: ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ, ୨୫ ହଜାର ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ବହୁଚର୍ଚ୍ଚିତ ସୁଶାନ୍ତ ନାୟକଙ୍କ ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌-୨ ରାୟ ଶୁଣାଇଛନ୍ତି। ମଙ୍ଗଳବାର କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଏହି ମାମଲା ସହିତ ସଂପୃକ୍ତ ପାଞ୍ଚ ଜଣ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। … Read More