ଅଧା ରହିଲା ବାବାମଣିଙ୍କ ଦର୍ଶନ, ଗାଧୋଇବା ବେଳେ ଗଙ୍ଗା ପୁଷ୍କରଣୀରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

ଚାନ୍ଦବାଲି : ଅଧା ରହିଲା ବାବାମଣିଙ୍କ ଦର୍ଶନ ।  ବାବାମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ । ୨ଟି ବାଇକରେ ଚାରି ଜଣ ସାଙ୍ଗ ଆଜି ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ ।  ଆରଡ଼ି ରେ ପହଂଚିବା ପରେ ପୀଠରେ … Read More

ନୀଳାଦ୍ରି ବିଜେ ସୁଦ୍ଧା ସରିବ ରତ୍ନ ଭଣ୍ଡାର ମରାମତି କାମ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ ଭାବରେ ବନ୍ଦ ଥିବା ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ନୀଳାଦ୍ରି ବିଜେ ସୁଦ୍ଧା ସମାପ୍ତ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଚନ୍ଦନ ଯାତ୍ରା ପାଇଁ ବନ୍ଦ ଥିବା … Read More

ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ

ମାନୁନାହିଁ ଇସ୍କନ । ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା । ଗତ ୩ଦିନ ତଳେ ଦକ୍ଷିଣ ଆଫ୍ରିକାର ସାଣ୍ଡଟନ୍ ସହରରେ ରଥଯାତ୍ରା କରିଥିଲା ଇସ୍କନ । ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ରଥ ଟଣାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ … Read More

ଖଣି ଦୁର୍ନୀତିର ଖୋଳତାଡ ପାଇଁ ଗଠନ ହେଲା ୮ ଜଣିଆ SIT

କଟକ: ବେଆଇନ ଖଣି ଖନନର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି)। ଏହି ଏସଆଇଟି ବେଆଇନ ଖଣି ଖନନ ନେଇ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲ୍ ଏସପି ଏମ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ … Read More

ଜୁନ ୪ରୁ ରାଜସ୍ବ ବିଭାଗର ସମ୍ମିଳନୀ: ଯୋଗଦେବେ ବିଭାଗୀୟ ଅଧିକାରୀ

ଭୁବନେଶ୍ବର: ରାଜସ୍ୱ ବିଭାଗ ନିଜ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବାର୍ଷିକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛି। ରାଜସ୍ବ ସେବା ପ୍ରଦାନରେ ସଫଳତା ହାସଲ କରିଥିବା ଜିଲ୍ଲା ଓ ତହସିଲ ପୁରସ୍କୃତ ହେବେ। ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ … Read More

ମହିଳାଙ୍କୁ ସାବିତ୍ରୀ ଭାର ବାଣ୍ଟିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗୋପାଳପୁର: ବାପା ଘରୁ ଅମାବାସ୍ୟା ଭାର କେବେ ଆସିବ ସେଥିପାଇଁ ଝିଅ ମାନେ ଅପେକ୍ଷା କରିଥାନ୍ତି। ଭାଇ ନେଇ ଭଉଣୀ ପାଖରେ ପହଞ୍ଚାଇ ଦିଏ ସେହି ଭାର। ଭଉଣୀଙ୍କୁ ଭାଇ ଦିଏ ଅମାବାସ୍ୟା ଭାର। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ … Read More

ଆହୁରି ୭ ଦିନ ବଢିଲା ଭୁବନେଶ୍ବର ବିମାନ ବନ୍ଦର ରେଡ୍ ଆଲର୍ଟ

ଭୁବନେଶ୍ବର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା ରହିବ । ଆହୁରି ୭ ଦିନ ଯାଏଁ ରେଡ୍ ଆଲର୍ଟ ଭିତରେ ରହିବ ବିମାନ ବନ୍ଦର । ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି, ବିସିଏଏସ୍ ବିମାନବନ୍ଦରରେ … Read More

ପୁଣି ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି ମାଓବାଦୀ। ଲଗାତାର ଲାଲବାହିନୀ ଆତ୍ମସମର୍ପଣ କରୁଛନ୍ତି। ଏବେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୋଟ୍‌ … Read More

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର  : ଏଥର ସଅଳ ଆସିଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଥାପିଛି । ୨୦୦୯ ପରେ ଏଥର ସଅଳ ମୌସୁମୀ … Read More

ରାଜଧାନୀରେ ଚାଲିବ ହାଇଡ୍ରୋଜେନ ବସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ। ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏନେଇ ଏମଓୟୁ ସରିଛି। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ … Read More