ସରଣ୍ଡା ଅପରେସନ୍ ଟିମ୍ କୁ ବଡ଼ ସଫଳତା: ଆଜି ପୁଣି ଜବତ ହେଲା ୭୦୦ କେଜି ଲୁଟ୍ ବିସ୍ଫୋରକ

କୋଇଡା: ଗତ ମଙ୍ଗଳବାର ୨୭ ତାରିଖ ସକାଳ ୯ ଘଟିକାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନ‌ା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାକୁ ସପ୍ତାହେ ବିତିଗଲା। ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ … Read More

୬ ତାରିଖରେ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖାଲି ପଡ଼ିଥିବା … Read More

ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୫ ରୋଗୀଙ୍କ ମୃତ୍ୟୁ: ଡିଏମଇଟି ପକ୍ଷରୁ ୫ ଜଣିଆ ଟିମ୍ ଗଠିତ, ଆସନ୍ତାକାଲି ରିପୋର୍ଟ ଦେବେ

କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭୁଲ ଇଞ୍ଜେକସନ୍ ଯୋଗୁ ୫ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି । ଏଥିଲାଗି ୫ ଜଣିଆ ଟିମ୍ ଗଠନ କରାଯାଇଛି। ବ୍ରହ୍ମପୁରର ଏମକେସିଜିରୁ ୩ … Read More

ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସହରାଞ୍ଚଳର ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବାକୁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ଏନେଇ ସେ ସବୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ … Read More

ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ବର: ଭିଜିଲାନ୍ସ ରେଡ୍ ନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ ଜେଇଇ ଓ ବିଡ଼ିଓଙ୍କୁ ନିଳମ୍ବନ କରିଛି । ଆମକୁ କିଛି ଅଭିଯୋଗ ଆସିଥିଲା , ଏହା ପରେ ବିଭାଗ ତଦନ୍ତ ନିର୍ଦ୍ଦେଶ … Read More

ପୁନର୍ବାର ଲେଖାଯିବ କଳିଙ୍ଗ ଯୁଦ୍ଧର ଇତିହାସ, ସର୍ବ ଭାରତୀୟସ୍ତରରେ ପହଞ୍ଚାଯିବ ଏହାକୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଆଙ୍କୁ ସମ୍ପର୍ପିତ ହେବ କଳିଙ୍ଗ ଯୁଦ୍ଧ ଇତିହାସ । ଇତିହାସର ସତ୍ୟତା ଏବଂ ଏହାର ରୁଚି ବୋଧତା ପାଠକଙ୍କ ପାଖେ ପହଞ୍ଚା ଯିବ । ଯାହାର ଦାୟିତ୍ବ ନେଇଛି ସାହିତ୍ୟ ଏକାଡେମୀ । ଯେଉଁ ଉତ୍ତର ପୀଢ଼ି ଆମ ସାହିତ୍ୟ … Read More

ଘାଟିରେ ଦୁର୍ଘଟଣା ରୋକିବ ଆଧୁନିକ ଜ୍ଞାନ କୌଶଳ; ପରୀକ୍ଷାମୂଳକ କାମ ଆରମ୍ଭ

ଘୁ.ଉଦୟଗିରି: ଓଡ଼ିଶାର ଦୀର୍ଘତମ ଏବଂ ବ୍ୟସ୍ତବହୁଳ କଳିଙ୍ଗା ଘାଟି ରାସ୍ତା ପ୍ରସସ୍ଥ ଥିଲେ ମଧ୍ଯ ନିୟମିତ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। କଳିଙ୍ଗା ଘାଟିରେ ନିୟମିତ ଦୁର୍ଘଟଣାକୁ ନେଇ ପରିବହନ ଏବଂ ପୁଲିସ … Read More

ଡିଜିଟାଲ୍‌ ଆରେଷ୍ଟକୁ ନେଇ ସତର୍କ ରହିବାକୁ କିହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇଛି ଓଡ଼ିଶା ପୋଲିସ। ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ତେଣୁ ସାଧାରଣ ଜନତା ସାବଧାନ ରହିବା … Read More

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ । ୨୦୧୧ ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେ ଦିଲ୍ଲୀରେ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବେ କାମ କରିବେ । ଏନେଇ DOPT ପକ୍ଷରୁ … Read More

ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୧୫ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଦେବଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭେଟି। ବିକାଶର ମୁଖ୍ୟସ୍ରୋତରେ ଯୋଡ଼ି ହେବ ଦେବଗଡ଼ ଜିଲ୍ଲା। ଆଜି ଜିଲ୍ଲା ଗସ୍ତ କରି ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି … Read More