ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ମୋଇତ୍ରା ବିବାହ କରିଥିବା ଚର୍ଚ୍ଚା

ବିବାହ ବନ୍ଧନରେ ଆବଦ୍ଧ ହେଲେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା ! ଜର୍ମାନୀରେ ନିରାଡ଼ମ୍ବର ଭାବେ ବିବାହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ବିବାହ ସମାରୋହ ୩ ମଇରେ ହୋଇଥିବା ସୂଚନା ମିଳିଛି । ବର୍ଲିନର ଗ୍ରାଣ୍ଡନବର୍ଗ ଗେଟ … Read More

ଶିଖର ଘାଟ ପୋଲ ଉପରେ ଅଘଟଣ, ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ

ଜଗତସିଂହପୁର : ଦେବୀ ନଦୀକୁ ଡେଇଁପଡିଲେ ଯୁବକ । ଜଗତସିଂହପୁର ଜିଲ୍ଲା ବଛାଳ ଗାଁର ଟୁକୁନା ଲେଙ୍କାର ୨୫ ବର୍ଷର ପୁଅ ସୂର୍ଯ୍ୟକାନ୍ତ ଲେଙ୍କା ନଦୀକୁ ଡେଇଁପଡିଛନ୍ତି । ଶିଖରଘାଟ ନିକଟରେ ଥିବା ପୋଲ ଉପରୁ ଡେଇଁ ପଡିଛନ୍ତି । ପ୍ରେମ … Read More

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍, ୬ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ପୁରୀ: ପୁରୀର ଏସଡିଭିଓ ସେକ୍ସନ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସେକ୍ସନ ଅଫିସର (ସ୍‌ବଡିଭିଜିଓଆଲ ଭେଟେନାରୀ ଅଫିସର) ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ। ଅଭିଯୋଗକାରୀ ଏବଂ ଅନ୍ୟ ତିନି … Read More

ଓଡିଶା ଆସିବେ ମୋଦି, ମୋହନ ସରକାରଙ୍କ ପ୍ରଥମ ବାର୍ଷିକୀ ଉତ୍ସବରେ ଯୋଗଦେବେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ … Read More

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ

ଭୁବନେଶ୍ୱର : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଚଢ଼େୟା ପଲ୍ଲୀରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ଶାଳିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ । ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ପୋଲିସ … Read More

ବିସ୍ଫୋରକ ଭ୍ୟାନ ଜବତ୍ ମାମଲାରେ ତଦନ୍ତ, ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପଚରାଉଚରା

ରାଉରକେଲା:  ରାଉରକେଲାର ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ଜବତ୍ ଦୁଇଟି ଏକ୍ସପ୍ଲୋସିଭ ଭ୍ୟାନ ସମ୍ପର୍କରେ ତଦନ୍ତକୁ ଜୋରଦାର କରିଛି ରାଉରକେଲା ପୋଲିସ୍ ।  ଗୋଟିଏ ଭ୍ୟାନର ଟ୍ରାନଜିଟ ପରମିଟ ନଥିବା ବେଳେ ଆଉ ଗୋଟିଏର ବନ୍ଦ ପଡିଥିବା ଶୁଭମ୍ ଏଗ୍ରିଗେଟ ନାମରେ … Read More

ଆଜି ଆସିବ ପୋଷ୍ଟମୋର୍ଟମ ରିପୋର୍ଟ, ୬ ରୋଗୀଙ୍କ ମୃତ୍ୟୁ ପରେ ଫୋକସରେ ନୋରେପିନେଫ୍ରିନ୍ ଇଞ୍ଜେକ୍ସନ୍

ଜୟପୁର: କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ହସପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାରେ ତନାଘନା । ମେଡିକାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା … Read More

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଜ୍ଞାମାଳ ବିଜେ

ପୁରୀ : ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୀତି । ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ … Read More

ଭାଜପାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ, ପିପିଲି-ଡ଼େଲାଙ୍ଗବାସୀଙ୍କ ଆଗରେ ରିପୋର୍ଟ କାର୍ଡ଼ ଦେଲେ ବିଧାୟକ ଓ ସାଂସଦ

ପିପିଲି : ଭାଜପା ପାଳନ କରିଛି ବିଜୟ ଉତ୍ସବର ଏକ ବର୍ଷ ପୂର୍ତ୍ତି ଉତ୍ସବ । ପିପିଲି ଦାଣ୍ଡମୁକୁନ୍ଦପୁର ବାଲିପଡ଼ଇଆରେ ବିଶାଳ ଆଶୀର୍ବାଦ ଉତ୍ସବ ଆୟୋଜିତ କରି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଆଶିଷ କାମନା କରିଥିଲେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ … Read More

ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକର ଅଟକ ରଖିଛି ରାୟଗଡା ପୋଲିସ । ରାୟଗଡା ରେଳ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ କାଶୀପୁର ବ୍ଲକର ସୁଙ୍ଗେର ହାଟପଦାଯାଉଥିବା … Read More