ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା,ସତ୍ୟପାଠ ଦାଖଲ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ ) କର୍ମକର୍ତ୍ତା ନିର୍ବାଚନ ବିଳମ୍ବକୁ ନେଇ ଦାୟର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି।ଓସିଏ କର୍ମକର୍ତ୍ତାଙ୍କ ନିର୍ବାଚନ ବିଳମ୍ବ ହେଉଥିବା … Read More

ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ପରବର୍ତ୍ତୀ ଶୁଣାଣି ୨୨ରେ

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ଓ ନିଯୁକ୍ତିକୁ ନେଇ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି। ସେ ଦର୍ଶାଇଛନ୍ତି ଯେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ … Read More

୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ

ବିଶ୍ରା : ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବା ପରେ ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡର ଏକମାତ୍ର ଏକ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳ ଓରଫ ଆକାଶ, ତିମିର, ମନୋଜ, … Read More

ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: “ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ,” ବୋଲି … Read More

ଚାଲାଣ କରୁଥିଲେ, ଧରାପଡ଼ିଗଲେ ୪ଜଣ, ୫୫ଟି ଜୀବନ୍ତ କଇଁଛ ଉଦ୍ଧାର

ମାଲକାନଗିରି : ବେଆଇନ ଭାବେ ବନ୍ୟଜନ୍ତୁ ଚାଲାଣ ହେଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ … Read More

ବଢ଼ୁଛି ନଦୀରେ ଡେଇଁ ଜୀବନ ହାରିବା ଘଟଣା, ୫ ବର୍ଷରେ ୪୬ ମୃତ

କଟକ : ଗତ ୫ ବର୍ଷ ମଧ୍ୟରେ କଟକ ଓ ଭୁବନେଶ୍ବର ଅଗ୍ନିଶମ ସର୍କଲ୍‌ରେ ନଦୀ ଓ ଜଳାଶୟରେ ଡେଇଁ ଜୀବନ ହାରିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅଗ୍ନିଶମ ବିଭାଗର ପରିସଂଖ୍ୟାନରୁ ମିଳିଥିବା ତଥ୍ୟାନୁସାରେ, କଟକ ଅଗ୍ନିଶମ … Read More

ମୂର୍ତ୍ତି ବିସର୍ଜନ ବେଳେ ପୃଥକ୍ ଅଘଟଣ, ଗଞ୍ଜାମ‌ରେ ତିନି ଛାତ୍ର ଓ ଏରସମାରେ ୪ ଭାସିଗଲେ

ହିଞ୍ଜିଳିକାଟୁ/ଦିଗପହଣ୍ଡି/ଏରସମା: ରାଜ୍ୟରେ ଆଜି ଅନେକ ସ୍ଥାନରେ ଶ୍ରୀଗଣେଶଙ୍କ ମୂର୍ତ୍ତି ବିସର୍ଜନ ହୋଇଛି। ତେବେ ଭସାଣୀ ବେଳେ ପାଣିରେ ଭାସି ଗଞ୍ଜାମର ହିଞ୍ଜିଳିକାଟୁ, ଦିଗପହଣ୍ଡିରେ ତିନିଜଣ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଜଗତସିଂହପୁରର ଏରସମାରେ ୩ଛାତ୍ରଙ୍କ ସହ ଜଣେ ଗାଡ଼ି ଚାଳକଙ୍କ ମୃତ୍ୟୁ … Read More

ଆଖି ପିଛୁଳାକେ ଧସିଲା ସୁନା ଖଣି, ୬୦ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ସୁଦାନର ପଶ୍ଚିମ କୋର୍ଡୋଫାନ୍ ସ୍ଥିତ ଅଲ-ନୁହୁଦ୍ ସହରରେ ଗୋଟିଏ ସୁନା ଖଣି ଧସିଯିବା ଫଳରେ ଅତିକମରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା … Read More

ସମ୍ବଲପୁରକୁ ନୂଆଁଖାଇ ଭେଟି: ୧୩୩.୪୭ କୋଟିର ପ୍ରକଳ୍ପ ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ

ଭୁବନେଶ୍ୱର/ସମ୍ବଲପୁର: ଆଜି (ବୁଧବାର) ନୂଆଁଖାଇ ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ବିଶେଷତଃ ସମ୍ବଲପୁରକୁ ୯୬୦ କୋଟି ଟଙ୍କାର ୫୦ଟି ବିକାଶମୂଳକ ପ୍ରକଳ୍ପର ଭେଟି ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତ ଅବସରରେ ୧୩୩.୪୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, … Read More

ବାତ୍ୟା ନେଇ ଏଯାଏଁ କୌଣସି ଆକଳନ ହୋଇନି: ଆଇଏମଡି ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାଏଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୌଣସି ଆକଳନ କରାଯାଇନାହିଁ। କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି। ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ୧୯ … Read More