ଘର ପଛପଟୁ ମହିଳାଙ୍କ ମୃତଦେହ ଉଦ୍ଧାର
ନୟାଗଡ଼ : ଘର ପଛପଟୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତକ ହେଲେ ନୟାଗଡ଼ ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁର ନିରୁପମା ସ୍ୱାଇଁ । ନିରୁପମା ଗୁଟୁଖା ଆଣିବାକୁ ଗତକାଲି ରାତିରେ ଗାଁ ଦୋକାନକୁ ଯାଇଥିଲେ। ବିଳମ୍ବ ହେବାରୁ ପରିବାର ଲୋକ … Read More
ନୟାଗଡ଼ : ଘର ପଛପଟୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତକ ହେଲେ ନୟାଗଡ଼ ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁର ନିରୁପମା ସ୍ୱାଇଁ । ନିରୁପମା ଗୁଟୁଖା ଆଣିବାକୁ ଗତକାଲି ରାତିରେ ଗାଁ ଦୋକାନକୁ ଯାଇଥିଲେ। ବିଳମ୍ବ ହେବାରୁ ପରିବାର ଲୋକ … Read More
ରାଜନଗର: ନଦୀରେ ଗାଧୋଇବା ବେଳେ ଆକ୍ରମଣ କଲା କୁମ୍ଭୀର । କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ବନବିଭଗ ପକ୍ଷରୁ ନିର୍ମାଣ ବ୍ରାହ୍ମଣୀ ନଦୀରେ ହୋଇଥିବା ଗାଧୁଆ ତୁଠରେ କ୍ଷମାନିଧି … Read More
ଭୁବନେଶ୍ୱର : କଡ଼ାକଡ଼ି ହେଲା ଓଡ଼ିଶାର ତଟ ସୁରକ୍ଷା । ପଶ୍ଚିମବଙ୍ଗ- ବାଂଲାଦେଶ ସୀମାରେ ସୁରକ୍ଷା ବଢ଼ିବା ପରେ ଓଡ଼ିଶାର ତଟ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ବାଂଲାଦେଶୀଙ୍କ ଉପରେ ରହିଛି ପୋଲିସର ନଜର । ଅନୁପ୍ରବେଶ ରୋକିବା ଦିଗରେ କୋଷ୍ଟାଲ … Read More
ସମ୍ବଲପୁର: ବିଦ୍ୟୁତ ଆଘାତରେ ଚାଲିଗଲା ହାତୀର ଜୀବନ । ସମ୍ବଲପୁର ସଦର ବନାଞ୍ଚଳ ଅନ୍ତର୍ଗତ ବଦୁଆ ପାଳି ଝାଙ୍କରବାହାଲି ରାସ୍ତାର ଡେରା ନିକଟରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ବୟସ ୧୫ବର୍ଷ ହେବ ବୋଲି ଜଣାପଡିଛି । … Read More
ରାଜନଗର: ବଢିଲା ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇଙ୍କ ଅଡୁଆ । ରାଜନଗର ଥାନାରେ ଏସଆଇ ଛାୟାକାନ୍ତ ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି । ରାଜନଗର ବରାଦିଆ ଗାଁର ବିନୋଦ ଦାସ ନାମକ ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିଥିବା ଅଭିଯୋଗ ହୋଇଥିଲା । ଏନେଇ … Read More
ଯାଜପୁର : ଭାଗବତ ଟୁଙ୍ଗି ପାଇଁ ମହାଭାରତ । ଯାଜପୁର ସଦର ଥାନା ଅଧୀନସ୍ଥ ସିମିଳିଆ ପଂଚାୟତ ବୁଲାକିପୁର ଗାଁରେ ଭାଗବତ ଟୁଙ୍ଗି ନିର୍ମାଣକୁ କେନ୍ଦ୍ରକରି ତୁମୁଳକାଣ୍ଡ । ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ନେଇ ବିବାଦରୁ ବୋମାମାଡ଼ … Read More
ବ୍ରହ୍ମପୁର : ଧକ୍କା ଦେଲା ବାଲି ବୋଝେଇ ହାଇୱା। ଦୁଇ ଶଗଡିଆଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର-ପ୍ରତାପଗିରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନାଥ ଜେନା ଓ ବିଜୟ ଗୌଡ଼ । ବିଳମ୍ବିତ ରାତି … Read More
କେନ୍ଦ୍ରାପଡା: ଥାଇଲାଣ୍ଡରେ ଫସିଲେ ୪ ଓଡ଼ିଆ ଶ୍ରମିକ। ଏହି ପ୍ରବାସୀ ଶ୍ରମିକ ମାନେ ଏକ ଭିଡିଓ ବାର୍ତ୍ତା ଜାରି କରି ସେମାନଙ୍କୁ ଉଦ୍ଧାର ପାଇଁ ଓଡିଶା ସରକାର ଏବଂ ସ୍ଥାନୀୟ ସାଂସଦଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ଆଳି … Read More
ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ, କଳା ଇତିହାସବିଜ୍ଞାନୀ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବୁଧବାର ରାତିରେ ଭୁବନେଶ୍ୱର ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୨୬ ଏପ୍ରିଲ, ୧୯୩୬ରେ ପୁରୀ … Read More
ଭୁବନେଶ୍ୱର: ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଏଥିସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ। … Read More