ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଆରଆଇ

ସମ୍ବଲପୁର: ସାର୍ଟିଫିକେଟ ନାଁରେ ଲାଞ୍ଚ ମାଗୁଥିଲେ ସରକାରୀ ବାବୁ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ କରାଗଲା ନିଲମ୍ବନ। ସମ୍ୱଲପୁର ସଦର ତହସିଲରେ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗିବା ଘଟଣାରେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି। ତୁରନ୍ତ ତାଙ୍କୁ … Read More

ମିଶନ ଶକ୍ତି ମହିଳାଙ୍କୁ ମିଳିବ ଟେକ୍ନୋଲୋଜି ଟ୍ରେନିଂ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ । ଏନେଇ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର । ଏନେଇ … Read More

ପ୍ରେମିକାକୁ ଛୁରୀ ଭୁସି ହତ୍ୟା, ୨୭ ଦିନ ପରେ ଗଳିତ ମୃତଦେହ ଉଦ୍ଧାର

ଯୋଡା : ୨୭ ଦିନ ପରେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ।  ହତ୍ୟା କରିଥିଲା ପ୍ରେମିକ ।  କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଝାଡଗାଁ ସଂରକ୍ଷିତ ସିଦ୍ଧମଠ ଜଙ୍ଗଲରୁ ମୃତଦେହ ଜବତ ହୋଇଛି ।  ମୃତକ ହେଲେ ୨୧ ବର୍ଷୀୟା … Read More

ଫାଟକ ପକାଇଲେନି ରେଳ କର୍ମଚାରୀ, ଟ୍ରେନ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭଦ୍ରକ:ଭଦ୍ରକ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା । ରେଲୱେ ଲେବୁଲ୍ କ୍ରସିଂ ଗେଟ୍ ପଡ଼ିନଥିବାରୁ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌ । ମୃତକ ଯୁବକ ଜଣକ ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗାଁର ଅଭିମନ୍ୟୁ ପରିଡା । ଭଦ୍ରକ-ତିହିଡି-ପୀରହାଟ ସାହାପୁର … Read More

ଭୁବନେଶ୍ୱରରେ ଖୋଲିବ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ

ଭୁବନେଶ୍ବର: ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ଭୁବନେଶ୍ୱରରେ ଖୋଲିବାକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି l ଏଥିପାଇଁ ଖର୍ଚ୍ଚ ହେବ ୬୩୦ କୋଟି । ସେପ୍ଟେମ୍ବର ୨୦୨୪ରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ … Read More

ପ୍ରମାଣପତ୍ର ବିଳମ୍ବ ଯୋଗୁଁ ନାମଲେଖାରୁ ବଞ୍ଚିତ ହେବେନି ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ଆବଶ୍ୟକ ପ୍ରମାଣପତ୍ର ବିଳମ୍ବ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖାରୁ ବଞ୍ଚିତ ହେବେନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି। ଯୁକ୍ତ ଦୁଇ … Read More

ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗ୍ରାମରେ ଆଜି ଦିନ ଦ୍ବିପ୍ରହର ସମୟରେ ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଦୁଇ ଗୁରୁତର ମାନେ ହେଲେ … Read More

୧୭ ଦିନ ହେଲାଣି ଜୀବନ ସହ ଲଢେ଼ଇ କରୁଛି ୫ ବର୍ଷର ଶିଶୁ, ପଡୋଶୀ ମିଠାରେ ବିଷ ଦେଇଥିବା ଅଭିଯୋଗ

ସାଲେପୁର : ୫ ବର୍ଷର ଶିଶୁ ଦୀର୍ଘ ୧୭ ଦିନ ହେଲାଣି କଟକ ଶିଶୁଭାବନର icu ରୁ ଜୀବନ ସହ ଲଢେ଼ଇ କରୁଛି ।  ତାକୁ ମିଠାରେ ପଡୋଶୀ ବିଷ ଦେଇ ଦେଇଥିବା ଅଭିଯୋଗ ଆଣିଛନ୍ତି ତାର ଅଭିବାବକ ।  ଏଭଳି … Read More

ଯୁକ୍ତ ୨ ରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର, ଆଗକୁ ପଢ଼ିବା ପାଇଁ ନାହିଁ ଅର୍ଥ

ବାଂଶପାଳ :  ଯୁକ୍ତ ୨ କଳାରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର ।  ପର ଘରେ ମୂଲ ଲାଗି +୩ ଆଡମିସନ୍ ପାଇଁ ଅର୍ଥ ଯୋଗାଡ କରୁଛନ୍ତି ।  ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ … Read More

କଟକରେ କାଳବୈଶାଖୀ ତାଣ୍ଡବ, ମା’ କଟକଚଣ୍ଡୀ ମନ୍ଦିରରୁ ଖସିଲା ପଥର

କଟକ : କଟକରେ କାଳବୈଶାଖୀ ବର୍ଷା ସହ ଘଡଘଡି । ହ୍ରାସ ପାଇଲା ତାପମାତ୍ରା । ଗରମ ଗୁଳୁଗୁଳିରୁ ମିଳିଲା ଆସ୍ୱସ୍ତି ।  ଏପଟେ  ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ ମିଳିଛି … Read More