ନେପାଳ ବନ୍ୟା ବିଭିଷିକା ; ଏଯାଏଁ ୬୨୬ ମୃତଦେହ ଉଦ୍ଧାର, ୨,୪୦୦ ରୁ ଅଧିକ ନିଖୋଜ

କାଠମାଣ୍ଡୁ : ନେପାଳ ବନ୍ୟାର କରୁଣ ଚିତ୍ର ଓ ଅନେକ ଛାତିଥରା ଭିଡିଓ ଭାଇରାଲ ହେଉଛି। ଯାହା ସ୍ତବ୍ଧ କରି ଦେଉଛି। ନେପାଳରେ ହଠାତ୍ ଆସିଥିବା ବନ୍ୟାରେ ଏଯାଏଁ ୬୨୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇ ସାରିଛି। ୨,୪୦୦ ରୁ ଅଧିକ … Read More

DGP-IGP ସମ୍ମିଳନୀରେ ପୋଲିସକୁ ୧୦ଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ, ଅପରାଧ ପ୍ରତି ଜିରୋ ଟଲରାନ୍ସ

ଭୁବନେଶ୍ୱର : DGP-IGP ସମ୍ମିଳନୀ। ଫୋକସ୍ ରେ ଆଇନଶୃଙ୍ଖଳା । ଆଇନଶୃଙ୍ଖଳାରୁ ସାଇବର ଅପରାଧ, ମାଓ ଦମନ ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି ।  ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ DGP-IGP ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ … Read More

ୟୁକ୍ରେନ ଉପରେ ରୁଷର ଆକ୍ରମଣ, ୨୭ ମୃତ

ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷର ଆକ୍ରମଣ । ଫଳରେ ବୁଚା ଜିଲ୍ଲାରେ ରୁଷ ଆକ୍ରମଣରେ ୨୭ ଜଣ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ତିମୁର ଟକାଚେଙ୍କୋଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫୦ରୁ … Read More

ନେପାଳ-ତିବ୍ବତରେ ସୀମାରେ ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ, ବିହାରରେ ହାଇଆଲର୍ଟ

ନେପାଳ : ପ୍ରକୃତିର ତାଣ୍ଡବରେ ଘାଣ୍ଟି ହେଉଥିବା ପଡ଼ୋଶୀ ଦେଶ ନେପାଳ ଉପରେ ବିପଦ ବଢିବାରେ ଲାଗିଛି । ତିବ୍ବତ-ନେପାଳ ସୀମାରେ ଥିବା ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି … Read More

ବିଳମ୍ବିତ ରାତିରେ ଧସିଲା ସ୍ବାମୀ ନାରାୟଣ ମନ୍ଦିରର କିଛି ଅଂଶ

ପ୍ରୟାଗରାଜ : ପ୍ରୟାଗରାଜରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଅଘଟଣ ଘଟିଛି । ଜର୍ଜ ଟାଉନ ଥାନା ଅନ୍ତର୍ଗତ ସ୍ବାମୀନାରାୟଣ ମନ୍ଦିରର ୩ ମହଲା ବିଲିଡିଂର ଗୋଟେ ଅଂଶ ନିର୍ମାଣ କାର୍ଯ୍ୟ ପାଇଁ ଖୋଳାଯାଇଥିବା ବେଳେ ଧସିଯାଇଛି । ଏହି ଘଟଣା ପରେ … Read More

ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାରକୁ ନିୟନ୍ତ୍ରଣ କରିବ ଆମେରିକା: ଟ୍ରମ୍ପ

ନୂଆଦିଲ୍ଲୀ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ପ୍ରାୟ ୬୫ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ଉପରେ ଆମେରିକା ନିୟନ୍ତ୍ରଣ ନେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏହାକୁ ସେ “ବିଶ୍ୱ ଇତିହାସର ସବୁଠାରୁ … Read More

ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମକୁ ଟକ୍କର ଦେବ ‘କ୍ଲବ୍’ ଆପ୍: କମ୍ ଫଲୋଅର୍ସ ଥାଇ ବି କ୍ରିଏଟରଙ୍କୁ ମିଳିବ ରୋଜଗାର ସୁଯୋଗ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରୁ ରୋଜଗାର କରିବା ଶୁଣିବାକୁ ଯେତିକି ସହଜ ଲାଗେ, ବାସ୍ତବରେ ତାହା ସେତିକି ସିଧାସଳଖ ନୁହେଁ। ୟୁଟ୍ୟୁବ୍ ହେଉ କିମ୍ବା ଇନଷ୍ଟାଗ୍ରାମ୍, ଟଙ୍କା ରୋଜଗାର କରିବା ପାଇଁ ଲକ୍ଷ ଲକ୍ଷ ଭ୍ୟୁଜ୍ ଏବଂ ଅନେକ ସର୍ତ୍ତାବଳୀ ପୂରଣ କରିବାକୁ ପଡ଼ିଥାଏ … Read More

ଏଣିକି ଯୁକ୍ତ ୨ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବ୍ୟବସ୍ଥାରେ ଆସିଲା ନୂଆ ନିୟମ। ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ। ଥରେ ଇଣ୍ଟରନାଲ ପରୀକ୍ଷା ଦେଇଥିଲେ, ସେହି ମାର୍କକୁ ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରଖାଯିବ। ତେବେ ତିନି ବର୍ଷ ମଧ୍ୟରେ … Read More

ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ

ଢେଙ୍କାନାଳ : ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ମାରି ପୋତିଥିଲା ନିଷ୍ଠୁର ସ୍ୱାମୀ ।  ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ବାଡି ଓ ଶାବଳରେ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ଵାମୀ ।  ହତ୍ୟା କରିବା ପରେ ଘର ପଛ ପଟ … Read More

ଦୁବାଇ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ସେପ୍ଟେମ୍ବର ୮–୯ରେ ଦୁବାଇ ଇନଭେଷ୍ଟର୍ସ ମିଟ୍ ।  ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶାକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ପାଇଁ ପୁଣି ଏକ ବଡ଼ ପ୍ରୟାସ। ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ୟୁଏଇର ଦୁବାଇରେ … Read More