ବ୍ରିଟେନରେ ATC ସିଷ୍ଟମରେ ତ୍ରୁଟି, ୧୦୦୦ରୁ ଅଧିକ ବିମାନ ପ୍ରଭାବିତ
ନୂଆଦିଲ୍ଲୀ : ବ୍ରିଟେନର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ସିଷ୍ଟମରେ ବଡ଼ ଧରଣର ବୈଷୟିକ ତ୍ରୁଟି ଦେଖାଦେବା ପରେ ଦେଶର ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଦେଶରେ ପ୍ରାୟ ୧୦୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ଜଣାପଡିଛି । ଫଳରେ … Read More
