ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ଭୀଷଣ ବର୍ଷାରେ ପ୍ରଭାବିତ ହେବ ୧୫ ଜିଲ୍ଲା !

ଭୁବନେଶ୍ୱର  : ଓଡ଼ିଶାକୁ ବାତ୍ୟା ଭୟ ନାହିଁ ।  କିନ୍ତୁ ଭୀଷଣରୁ ଅତି ଭୀଷଣ ବର୍ଷା ହେବ ।  ପ୍ରଭାବିତ ହୋଇପାରେ ୧୫ ଜିଲ୍ଲା। ଦକ୍ଷିଣ ଓ ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ଆଶଂକା। ଯଦି ବାତ୍ୟା ତାର ଗତିପଥ ବଦଳାଏ, … Read More

ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’

ଭୁବନେଶ୍ୱର : ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’ ।  ଆଜି ସୁଦୃଶ୍ୟ ଲଘୁଚାପ ଅବପାତର ରୂପ ନେଇଛି ।  କାଲି ଗଭୀର ଅବପାତ ଓ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ ।  ଏହା ଉତ୍ତର ପଶ୍ଚିମ ଦିଗରେ ଗତି … Read More

ଏୟାରହୋଷ୍ଟ୍ରେସ୍‌ଙ୍କୁ ପ୍ରେମ ପରେ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଭୁବନେଶ୍ଵର: ଏୟାରହୋଷ୍ଟ୍ରେସ୍‌ ଙ୍କୁ ଲଭ୍‌ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ … Read More

ପରକିୟା ପ୍ରୀତି ସନ୍ଦେହରେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇବା ଅଭିଯୋଗରେ ୪ ଗିରଫ

ଆନନ୍ଦପୁର : ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ । ପରକିୟା ପ୍ରୀତି ସନ୍ଦେହରେ ଜଣେ ମହିଳା ଓ ପୁରୁଷଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ପଡ଼ିଲା ମହଙ୍ଗା । ଭିଡିଓ ଭାଇରାଲ ପରେ ୪ଜଣଙ୍କୁ ଗିରଫ କଲା ପୋଲିସ । … Read More

ଯୁବକଙ୍କୁ ଦଳି ମାରିଦେଲା ହାତୀ

ଭଞ୍ଜନଗର : ଯୁବକଙ୍କୁ ଦଳିଦେଲା ଦନ୍ତା । ଘରେ ଶୋଥିବା ବେଳେ ଘରୁ ଟାଣି ନେଇ ଯୁବକଙ୍କୁ ମାରିଦେଲା ବଣୁଆ ହାତୀ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁର ଘଟଣା । ଘର ପିଣ୍ଡାରେ ଶୋଇଥିବାବେଳେ … Read More

ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା

ଜଗତସିଂହପୁର: ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା । ଜଗତସିଂହପୁର ସଦର ଥାନା ଯୋଗଧାରି ଠାରେ ନୃଶଂସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ବଳରାମପୁର ପଞ୍ଚାୟତ ଗୋପ ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଂଜନ ପୋଥାଳ । ସେ ଯୋଗଧାରି … Read More

ଅମୃତସରରୁ ସହରସା ଯାଉଥିବା ଜନସେବା ଏକ୍ସପ୍ରେସରେ ନିଆଁ

ଅମୃତସର : ଅମୃତସରରୁ ବିହାର ସହରସା ଯାଉଥିବା ଜନସେବା ଏକ୍ସପ୍ରେସର ଏକ ବଗିରେ ଅଗ୍ନିକାଣ୍ଡ ଘଟିଛି। ସୋନବର୍ଷା କଚେରୀ ଷ୍ଟେସନ ନିକଟରେ ବଗିରେ ନିଆଁ ଲାଗିଯାଇଥିଲା। ରେଳ ପ୍ରଶାସନ ଓ ଷ୍ଟେସନରେ ଥିବା କର୍ମଚାରୀମାନେ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା … Read More

ଜମ୍ମୁ କଶ୍ମୀର ରାଜ୍ୟସଭା ନିର୍ବାଚନ: ନ୍ୟାସନାଲ କନଫରେନ୍ସ ୩, ବିଜେପି ଗୋଟିଏ ଆସନରେ ବିଜୟୀ

ଶ୍ରୀନଗର :  ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଶୁକ୍ରବାର ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ (National Conference) ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିବା ବେଳେ ବିଜେପି (BJP) ଗୋଟିଏରେ ବିଜୟୀ ହୋଇଛି। ବିଜେପିର ସତପାଲ ଶର୍ମା … Read More

୩୦୨ ଓଡ଼ିଆ ଯୁବକଯୁବତୀଙ୍କୁ ମିଳିଲା ସରକାରୀ ଚାକିରି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର … Read More

ବ୍ୟାଙ୍କ ଆକାଉଣ୍ଟରେ ଏଣିକି ରହିପାରିବେ ୪ ଜଣ ନୋମିନୀ

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ। ଏମାନଙ୍କୁ ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବିବେଚନା କରାଯିବ। ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା … Read More