ପରୀକ୍ଷା ଭଲ ନବାରୁ ଜୀବନ ହାରିଲେ ନିଟ୍ ପରୀକ୍ଷାର୍ଥୀ

ଭଦ୍ରକ: ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା ଦୋକାନ … Read More

ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିନିକା: ହତ୍ୟା ନା ଜୀବନହାରିବା । ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ର ଏକ ବରଗଛ ଡାଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ … Read More

ମେଟ୍ରୋ ପ୍ରକଳ୍ପକୁ ନେଇ ମିଛ କହୁଛନ୍ତି ସରକାର ! ବିରୋଧୀଙ୍କ ଟାର୍ଗେଟରେ ‘ଡବଲ ଇଞ୍ଜିନ’

ଭୁବନେଶ୍ୱର: ଟ୍ୱିନସିଟିରେ ମେଟ୍ରୋ ଚାଲିବାକୁ ନେଇ ଦେଖାଯାଇଥିବା ସ୍ୱପ୍ନ ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ରାଜ୍ୟରେ ଶାସନ ପରିବର୍ତ୍ତନ ପରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ୁଥିବା ବେଳେ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟୋକ୍ତି ରାଜ୍ୟର ବିଜେପି … Read More

ସରକାର ଗଠନ ପାଇଁ ଦାବି କରି ରାଜ୍ୟପାଳଙ୍କୁ ଭେଟିଲେ ବିଜୟ

ତାମିଲନାଡୁ : ତାମିଲନାଡ଼ୁରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ଥାଲାପତି ବିଜୟ । ରାଜ୍ୟପାଳଙ୍କୁ ଭେଟି ସରକାର କଂଗ୍ରେସ ସହ ଟିଭିକେ ମିଶି ସରକାର ଗଠନ ପାଇଁ ଦାବି … Read More

ପଞ୍ଜାବରେ ୩ ଘଣ୍ଟା ମଧ୍ୟରେ ୨ ବିସ୍ଫୋରଣ: ଅମୃତସର-ଜଳନ୍ଧରରେ ଆତଙ୍କ

ଚଣ୍ଡିଗଡ଼: ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଜାବରେ ତିନି ଘଣ୍ଟା ମଧ୍ୟରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି। ଅମୃତସର ଏବଂ ଜଳନ୍ଧରରେ ଘଟିଥିବା ବିସ୍ଫୋରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅମୃତସରର ଖାସା ଆର୍ମି କ୍ୟାଣ୍ଟନମେଣ୍ଟ ଅଞ୍ଚଳର ବାହାରେ ବିଳମ୍ବିତ ରାତିରେ … Read More

ମେ’ ୭ରେ ବନ୍ଦ ରହିବ ମୁମ୍ବାଇ ବିମାନ ବନ୍ଦର

ମୁମ୍ବାଇ : ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ୭ ମଇକୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏହି ସମୟରେ ରନଓେ୍ବରେ ପ୍ରି-ମନସୁନ୍ ମେଣ୍ଟେନାନ୍ସ କାମ କରାଯିବ । ଏୟାରପୋର୍ଟ ପ୍ରଶାସନ ମୁତାବକ, ଗୁରୁବାର ସକାଳ ୧୧ଟାରୁ ସନ୍ଧ୍ୟା … Read More

ଇରାନର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ, ୮ ମୃତ, ୩୬ ଆହତ

ତେହରାନ : ଇରାନର ରାଜଧାନୀ ତେହରାନ ନିକଟରେ ଥିବା ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ … Read More

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଆସନ୍ତା ୧୧ରେ ଆସାମରେ ନୂଆ ସରକାର

ନୂଆଦିଲ୍ଲୀ : ଆସାମ ବିଧାନସଭା ନିର୍ବାଚନର ଫଳାଫଳ ପାଇବା ପରେ ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ତାଙ୍କ ମନ୍ତ୍ରୀ ପରିଷଦ ସହିତ ପଦରୁ ଇସ୍ତଫା ଦେଇଛନ୍ତି । ଆସନ୍ତା ୧୧ ତାରିଖରେ … Read More

ବିଜୟଙ୍କ ପାର୍ଟିକୁ ସମର୍ଥନ ଦେଲା କଂଗ୍ରେସ

ତାମିଲନାଡୁ : ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ବାଜିମାତ କରିଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଆସନ ହାସଲ ପାଇଁ ଟିଭିକେ ବିଭିନ୍ନ ଦଳ ସହିତ ମେଣ୍ଟ କରିବାକୁ ଚାହୁଁଥିଲା । ଟିଭିକେ କଂଗ୍ରେସ ସମର୍ଥନ ଲୋଡିଥିଲା । … Read More

ପଶ୍ଚିମବଙ୍ଗରେ ହିଂସା : ୨ ବିଜେପି ଓ ଜଣେ ଟିଏମସି କର୍ମୀଙ୍କ ମୃତ୍ୟୁ, ଅନେକ ସ୍ଥାନରେ ଭଙ୍ଗାରୁଜା

କୋଲକାତା: ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସୋମବାରଠାରୁ ରାଜ୍ୟରେ ଲଗାତାର ଭଙ୍ଗାରୁଜା ଏବଂ ହିଂସା ଘଟଣା ରିପୋର୍ଟ ହେଉଛି। ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି। ପ୍ରଶାସନ … Read More