କମ୍ବଳ-ବେଡ଼ସିଟ ମାଗିବାରୁ ଯବାନଙ୍କୁ ହତ୍ୟା କଲେ ରେଳ କର୍ମଚାରୀ
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଜଣେ ସୈନିକଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଜାତୀୟ ମାନବାଧିକାର କମିଶନ। ଅଭିଯୁକ୍ତ ରେଳ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ସୈନିକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ମାନବାଧିକାର କମିଶନ … Read More
