ଦଳୀୟ ବିଧାୟକଙ୍କ ବିରୋଧରେ ଜମି ଆତ୍ମସାତ୍ ଅଭିଯୋଗ, ପିଏମ୍ ମୋଦୀଙ୍କୁ ଭେଟିଲେ ଅଭିଯୋଗକାରୀ
ନୂଆଦିଲ୍ଲୀ: ମହାରାଷ୍ଟ୍ର ଥାନେ ଜିଲା ମିରା ରୋଡର ବାସିନ୍ଦା ୮୧ ବର୍ଷୀୟ ଅସଗର୍ଲି ବୋହରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ବିଜେପି ବିଧାୟକ ନରେନ୍ଦ୍ର ମେହେଟାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ବିଧାୟକ ଓ ତାଙ୍କ ସହ ସମ୍ପର୍କ … Read More
