ସାରା ରାଜ୍ୟରେ ବିଶ୍ୱକର୍ମା ପୂଜା ଆନନ୍ଦ ଉତ୍ସାହର ସହ ପାଳିତ
ଭୁବନେଶ୍ବର : ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ। ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ ଅସ୍ତ୍ରଶସ୍ତ୍ର … Read More
