ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ୩ ସଦସ୍ୟ: ୨ ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଜଳେଶ୍ୱର : ସମୁଦ୍ରରେ ଗାଧୋଇବା ହେଲା କାଳ । ଢେଉରେ ଭାସିଗଲେ ଦାଦା, ଖୁଡ଼ି ଓ ଶିଶୁପୁତ୍ର । ପଶ୍ଚିମବଙ୍ଗର ମନ୍ଦାରମଣି ସମୁଦ୍ରରେ ଗାଧୋଇବାକୁ ଯାଇ ଘଟିଛି ଅଘଟଣ । ସମୁଦ୍ରରେ ଗାଧୋଇବା ସମୟରେ ଗୋଟିଏ ପରିବାରର ତିନିଜଣ ସମୁଦ୍ରରେ ଭାସିଯାଇଥିଲେ । … Read More
