୨୦୦ ମିଟର ଗଭୀର ଖାଇକୁ ଖସିଲା କାର୍, ୪ ମୃତ, ଜଣେ ଗୁରୁତର

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଆନି ଉପଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ପ୍ରାୟ ସାଢ଼େ ୩.୩୦ ମିନିଟ ସମୟରେ ହରିପୁର ନିକଟରେ ହଠାତ୍ ଭାରସାମ୍ୟ ହରାଇଲା ୨୦୦ ମିଟର ଖାଇକୁ ଖସିପଡିଥିଲା । ଘଟଣାରେ ୪ … Read More

ଜଙ୍ଗଲ ନିଆଁ ଲିଭାଇବା ବେଳେ ହେଲିକପ୍ଟର କ୍ରାଶ୍, ଚାଲିଗଲା ୨ ପାଇଲଟଙ୍କ ଜୀବନ

ୱାଶିଂଟନ: ଆମେରିକାର ୟୋସେମିଟି ନ୍ୟାସନାଲ ପାର୍କରେ ଜଙ୍ଗଲ ନିଆଁ ଲିଭାଇବା ଅଭିଯାନ ବେଳେ ଏକ ଫାୟାରଫାଇଟିଂ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଅଧିକାରୀଙ୍କ ଅନୁଯାୟୀ, ରବିବାର ଅପରାହ୍ନରେ ଜଙ୍ଗଲ ନିଆଁ … Read More

ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ନ ଗାଇଲେ ଅପରାଧ ହେବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବନ୍ଦେ ମାତରମ୍‌ର ଗୋଟିଏ ବା ସମସ୍ତ ପଦ ଗାଇବାକୁ ମନା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବା ଉଚିତ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଶୁଣାଣି ସମୟରେ ମତ ଦେଇଛନ୍ତି। ତେବେ ଏହା ଏବେ ବିଧିବଦ୍ଧ ରାୟ ନୁହେଁ। ବନ୍ଦେ … Read More

ବିଶ୍ୱ ବଜାରରେ କମିବ ତୈଳ ଦର, ତୈଳ ଯୋଗାଣ ଆରମ୍ଭ କଲା ସାଉଦି ଆରାମକୋ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ତୈଳ ଉତ୍ପାଦନକାରୀ କମ୍ପାନୀ ସାଉଦି ଆରାମକୋ ନିଜର ଗୁରୁତ୍ୱପୂର୍ଣ୍ଣ ‘ଇଷ୍ଟ-ୱେଷ୍ଟ ତୈଳ ପାଇପଲାଇନ୍’ରେ ପୁନର୍ବାର ଅପରେସନ୍ ବା ତୈଳ ଯୋଗାଣ କାର୍ଯ୍ୟ ଆରମ୍ଭ କରିଛି । ବିଶ୍ୱ ତୈଳ ବଜାର ପାଇଁ ଏହା ଏକ ବଡ଼ ଏବଂ … Read More

ଅକ୍ଟୋବର ୧ରୁ ବିଭିନ୍ନ ବ୍ୟାଙ୍କ ପାଇଁ FDର ନିୟମ ପରିବର୍ତ୍ତନ କରିବ RBI

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍‌ ବା FD କରୁଛନ୍ତି, ତେବେ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଜାଣି ରଖିବା ଜରୁରୀ। RBI ପକ୍ଷରୁ FDର ସୁଧ ହାର ସମ୍ପର୍କରେ ବ୍ୟାଙ୍କଗୁଡ଼ିକ ପାଇଁ ନିୟମରେ … Read More

ନାବାଳିକା ଅସଦାଚରଣ ମାମଲା, ଫେରାର ଉଦ୍ୟମ ବେଳେ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ପାଟଣା: ବିହାର ଜମୁଇ ଅଂଚଳରେ ଘଟିଥିବା ୧୦ମ ଶ୍ରେଣୀ ଛାତ୍ରୀ ନିର୍ଯାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବଙ୍କୁ ପୁଲିସ ସୋମବାର ଗିରଫ କରିଛି । ତେବେ ପୁୂଲିସ କବ୍‌ଜାରୁ ଖସିଯିବାକୁ ଉଦ୍ୟମ କଲାବେଳେ ପୁଲିସକୁ ବାଧ୍ୟହୋଇ ଗୁଳି ଚଳାଇବାକୁ ପଡିଥିଲା, … Read More

୨୩ ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଉପକୂଳ ଛୁଇଁବ ଗଭୀର ଅବପାତ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଏକ ‘ଗଭୀର ଅବପାତ’ର ରୂପ ନେବାକୁ ଯାଉଛି । ଏହି ସାମୁଦ୍ରିକ ଝଡ଼ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ … Read More

ପାଠ୍ୟପୁସ୍ତକ ତ୍ରୁଟି ଓ ଏମଏମଡିଆରକୁ ନେଇ ବିଧାନସଭାରେ ବିରୋଧୀଙ୍କ ପ୍ରତିବାଦ

ଭୁବନେଶ୍ୱର: ମଙ୍ଗଳବାର(୨୨ ସେପ୍ଟେମ୍ବର) ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ । ଆରମ୍ଭରୁ ହିଁ ସରଗରମ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ସକାଳ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବନ୍ଦେ … Read More

ଅକ୍ଟୋବର ୨୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:ଅକ୍ଟୋବର ୨୭ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବ ଚରଣ ମାଝୀ ଦେଇଛନ୍ତି ସୂଚନା। ସେ କହିଛନ୍ତି, ‘ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରିବେ ଏବଂ … Read More

ଶ୍ରୀମନ୍ଦିରରେ ‘ବାମନ ଜନ୍ମ’ ନୀତି ଲାଗି ବୁଧବାର ୬ ଘଣ୍ଟା ପାଇଁ ଦର୍ଶନ ବନ୍ଦ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ବୁଧବାର ଦିନ ‘ବାମନ ଜନ୍ମ ନୀତି’ ପାଳନ ହେବାକୁ ଥିବାରୁ ଭକ୍ତମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଛଅ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ସୂଚନା ଦେଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ … Read More